ବାରିପଦାଆ: ଗୋରୁ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାରେ ଗୋଟିଏ ବଳଦ ସହିତ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଠାକୁରମୁଣ୍ଡା ଠାରୁ…
Category: Odia News
ବିଶ୍ୱର ବିଭିନ୍ନ ମହାଦ୍ୱୀପରେ ବନ୍ଦର ନେଟୱାର୍କ ସୁଦୃଢ଼ କରୁଛି ଚୀନ,ପରେ ଏହାକୁ ନୌସେନା ବେସ୍ ଭାବରେ ବ୍ୟବହାର କରିପାରେ: ରିପୋର୍ଟ
ନୂଆଦିଲ୍ଲୀ: ଚୀନ ନିଜର ଆର୍ôଥକ ଶକ୍ତି ବଢ଼ାଇବା ଓ ଲାଗତର ବଢ଼ୁଥିବା ନିଜର ନୌସେନାର ଉପସ୍ଥିତି ବ୍ୟାପକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ…
ପାଲେଷ୍ଟାଇନ୍କୁ ଦ୍ୱିତୀୟ ବ୍ୟାଚ୍ ସହାୟତା ପଠାଇଲା ଭାରତ
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ରତର ହେଉଥିବା ବେଳେ ଆଜି ଭାରତ ପାଲେଷ୍ଟାଇନ୍କୁ ଦ୍ୱିତୀୟ ବ୍ୟାଚ୍…
ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ବ୍ୟାନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହଲାଲ ସାର୍ଟିଫିକେସନ ଉପରେ ବଡ଼ ଘୋଷଣା କରିଛନ୍ତି । ସିଏମ୍ ଯୋଗୀ ଆଦିତ୍ୟନାଥ…
ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୋଲସରାରେ ପ୍ରାକ୍ ପ୍ରସ୍ତୁତି ବୈଠକ
ପୋଲସରା: ଆସନ୍ତା ୨୦୨୪ ଜାନୁଆରୀ ମାସ ୨୨ ତାରିଖ ପବିତ୍ର ସୋମବାର ଦିନ ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରେୁଷାଚାମ ଭଗବାନ…
ବିପୁଳ ପରିମାଣର ଗୋ ମାଂସ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
ଗଞ୍ଜାମ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ । ବିପୁଳ ପରିମାଣର ଗୋ ମାଂସ ଜବତ ।…
ସାବଧାନ
ଅଧିକାଂଶ ଲୋକେ ନିଜ ବୃଦ୍ଧି ପାଉଥିବା ଓଜନକୁ ନେଇ ଖୁବ୍ ଚିନ୍ତିତ । ଏଥିପାଇଁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣାଇ…
ମହାକାଶ ଶବ୍ଦକୁ ସଂଗୀତରେ ପରିଣତ କଲା ନାସା
ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଏଜେନ୍ସି ନାସା ମହାକାଶୀୟ ଶବ୍ଦଗୁଚ୍ଛର ଏକ ଚମତ୍କାର ସଂଗୀତମୟ ସଂସ୍କରଣ ଜାରି କରିଛି । ସଂଗୀତ ନିର୍ଦ୍ଦେଶକ…
ଭାରତ ଫେରିବ ଯୋଗିନୀ ଚାମୁଣ୍ଡା ଓ ଗୋମୁଖୀଙ୍କ ଚୋରି ପଥର ମୂର୍ତ୍ତି
ନୂଆଦିଲ୍ଲୀ: ୧୯୭୦ ଦଶକର ଶେଷ ଭାଗରୁ ୧୯୮୦ ଦଶକର ପ୍ରାରମ୍ଭ ମଧ୍ୟରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ…
ସେନା ରକେଟ ମାଡ଼ରେ ୫ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।…