ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ…

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀରାଷ୍ଟ୍ରପତିପୁଟିନଙ୍କୁବାର୍ଷିକଦ୍ୱିପାକ୍ଷିକଶିଖରସମ୍ମିଳନୀପାଇଁଚଳିତବର୍ଷଶେଷଭାଗରେଭାରତଗସ୍ତକରିବାକୁଆମନ୍ତ୍ରିତକଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବିସ୍ତୃତ ଆକଳନ ପାଇଁ ଧନ୍ୟବାଦ ଜଣାଇବା ସହିତ, ପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ପ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ଚଳିତ ବର୍ଷ ଶେଷରେ ୨୩ତମ ଭାରତ – ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ।

ଜନସେବା ଅଭିମୁଖୀ ଦୃଷ୍ଟିକୋଣ ସହିତ, ୱେଭ୍‌ସ ଓଟିଟି ଭାରତର ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରୁଛି

ୱେଭ୍‌ସ ଓଟିଟି ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରିବା ପାଇଁ ଅନେକ ସହଭାଗୀତା କରିଛି। ପ୍ଲାଟଫର୍ମ ଏକ ବିସ୍ତୃତ ନେଟୱାର୍କ ସହିତ…

୧୫ତମ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଗଠନ ପ୍ରକ୍ରିୟା ଚାଲୁରହିଛି;

ପ୍ରେସ୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ପ୍ରେସ୍ କାଉନସିଲ ଆକ୍ଟ, ୧୯୭୮ ର ବ୍ୟବସ୍ଥା ଅନୁଯାୟୀ ଗଠିତ ହୁଏ । ୧୫ତମ ପ୍ରେସ୍ କାଉନ୍‌ସିଲର…

ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି

ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହର ଓ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରେ ଅନେକ ଲୋକ ଲୁଚି ରହିଛନ୍ତି, କାରଣ…

ଆବର୍ଜନା ତଳେ ପୋତି ହୋଇ ରହିଥିବା ଲୋକଙ୍କ ସନ୍ଧାନ ପାଇଁ ୨୦ରୁ ଅଧିକ ଟିମ୍‌ ଅହରହ ପ୍ରୟାସ ଜାରି ରଖିଛନ୍ତି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ପରେ ଉଦ୍ଧାର ଅପରେସନ୍‌ ଜାରି ରହିଛି।  ପାଗରେ ସୁଧାର ଆସିଥିବାରୁ…

ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି 

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ (ଇସି) ଏହାର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପଶ୍ଚିମବଙ୍ଗ…

ଜଷ୍ଟିସ ବର୍ମାଙ୍କ ଆଚରଣ ବିଶ୍ଵାସଯୋଗ୍ୟ ନୁହେଁ, ତେଣୁ ତାଙ୍କ ପିଟିସନ ଶୁଣାଣି କରାଯାଇପାରିବ ନାହିଁ

ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ…

ଅବନୀନ୍ଦ୍ରନାଥ ଠାକୁରଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ

ଅବନୀନ୍ଦ୍ରନାଥ ଠାକୁର (୦୭ ଅଗଷ୍ଟ ୧୮୭୧ – ୫ ଡିସେମ୍ବର ୧୯୫୧) ପ୍ରସିଦ୍ଧ ଚିତ୍ରକର ଏବଂ ସାହିତ୍ୟିକ ତାଙ୍କ ଜନ୍ମଜୟନ୍ତୀରେ କୋଟି…

ମାନକୋମ୍ବୁ ସାମ୍ବାସିଭାନ ସ୍ୱାମୀନାଥନ ତାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ

ମାନକୋମ୍ବୁ ସାମ୍ବାସିଭାନ ସ୍ୱାମୀନାଥନ (୦୭ ଅଗଷ୍ଟ ୧୯୨୫ – ୨୮ ସେପ୍େଟମ୍ବର ୨୦୨୩) ଭାରତରେ ସବୁଜ ବିପ୍ଳବର ଜନକ ତାଙ୍କ ଜନ୍ମଜୟନ୍ତୀରେ…