ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଐତିହାସିକ ବିଜୟ, ଛାତ୍ରଛାତ୍ରୀଙ୍କ ପରିଷଦ ପ୍ରତି ଅତୁଟ ବିଶ୍ୱାସର ପ୍ରତୀକ।

ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଐତିହାସିକ ବିଜୟ, ଛାତ୍ରଛାତ୍ରୀଙ୍କ ପରିଷଦ ପ୍ରତି ଅତୁଟ ବିଶ୍ୱାସର ପ୍ରତୀକ।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ଼. ବୀରେନ୍ଦ୍ର ସିଂହ ସୋଲାଙ୍କୀ ସମ୍ବୋଧିତ କରିଥିଲେ। ଏହି ପ୍ରେସ ବାର୍ତ୍ତାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱଜିତ ପାତ୍ର ଏବଂ ଭୁବନେଶ୍ୱର ମହାନଗର ସମ୍ପାଦକ ଶ୍ରୀ ଗଙ୍ଗାଧର ପାଢ଼ୀ ଉପସ୍ଥିତ ଥିଲେ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଡ଼. ବୀରେନ୍ଦ୍ର ସିଂହ ସୋଲାଙ୍କୀ କହିଥିଲେ ଯେ, ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଏହି ବିପୁଳ ସଫଳତା ଛାତ୍ରଛାତ୍ରୀଙ୍କ ପରିଷଦ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ସମର୍ଥନକୁ ପ୍ରତିଫଳିତ କରୁଛି। ଏହି ଐତିହାସିକ ବିଜୟ ପାଇଁ ସମସ୍ତ ବିଜୟୀ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *