ଆର୍‌ଏସ୍‌ଏସ୍‌ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ‘ଆର୍‌ଏସ୍‌ଏସ୍‌’ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଚେନ୍ନାଇ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ‘ଆର୍‌ଏସ୍‌ଏସ୍‌’ର ପଥ ସଞ୍ଚାଳନ ବା ରୁଟ୍ ମାର୍ଚ୍ଚକୁ ଅନୁମତି ନଦେବା ଘଟଣାରେ ବୁଧବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସ ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଆତଙ୍କବାଦ ପ୍ରଭାବିତ ଜମ୍ମୁ-କାଶ୍ମୀର ଭଳି ସ୍ଥାନରେ ଆର୍‌ଏସ୍‌ଏସ୍‌କୁ ଶୋଭାଯାତ୍ରା ପାଇଁ ଅନୁମତି ମିଳୁଥିବା ବେଳେ ତାମିଲନାଡୁରେ କାହିଁକି ଏହାକୁ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ବିଚାରପତି ଜଷ୍ଟିସ ଭି ଲକ୍ଷ୍ମୀନାରାୟଣନ୍ ମୌଖିକ ଭାବେ କହିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସମସ୍ତ ପ୍ରକାର ଶୋଭାଯାତ୍ରା ବିରୋଧରେ ରହିଛନ୍ତି।

Leave a Reply

Your email address will not be published. Required fields are marked *