ସାଦର ନିମନ୍ତ୍ରଣ
ମହାଶୟା / ମହାଶୟ,
ସାଦର ନମସ୍କାର । ଆଶା ଆପଣ କୁଶଳ ପୂର୍ବକ ଥିବେ । ବିଧର୍ମ ଚକ୍ର ବିଦାରକ ଦକ୍ଷ ମହାରଥ ବେଦାନ୍ତ କେଶରୀ ରାଷ୍ଟ୍ରସନ୍ଥ ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆସନ୍ତା ଶ୍ରାବଣ ଶୁକ୍ଳ ନବମୀ ତିଥି, ଅଗଷ୍ଟ ୨୧ ତାରିଖରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆପଣଙ୍କୁ ବିନୀତ ଅନୁରୋଧ ।
