ଇସଲାମାବାଦ:ପାକିସ୍ତାନ ସରକାରଙ୍କ ବିଦେଶୀ ଋଣ ପରିମାଣ ୮୨ଲକ୍ଷ କୋଟି ଟଙ୍କା (୮୧.୯୩ ଟ୍ରିଲିୟନ)ରେ ପହଞ୍ଚିଛି। ଗତ ଏପ୍ରିଲ ମାସରେ ଋଣ ପରିମାଣରେ ୧.୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିଲା। ପାକିସ୍ତାନର ଏହି ଋଣ ପରିମାଣ ବିଗତ ବର୍ଷଗୁଡିକ ମଧ୍ୟରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି।