ଡେମୋଗ୍ରାଫି ପରିବର୍ତ୍ତନର ସଂକଟ ଓ ମୋଦୀ ସରକାରଙ୍କ ନୀତିରେ ମୌଳିକ ପରିବର୍ତ୍ତନ

ଡେମୋଗ୍ରାଫି ପରିବର୍ତ୍ତନର ସଂକଟ ଓ ମୋଦୀ ସରକାରଙ୍କ ନୀତିରେ ମୌଳିକ ପରିବର୍ତ୍ତନ
ଡ. ସମନ୍ୱୟ ନନ୍ଦ
ଭାରତର ଡେମାଗ୍ରାଫିର ପରିଦୃଶ୍ୟେର ଭୟଙ୍କର ପରିବତର୍ନ ହେଉଥିବା ଦେଖିବାକୁ ମିଳୁଛି । ଡେମାଗ୍ରାଫି ପରିବତର୍ନ ଏକ ଭୟଙ୍କର ପ୍ରସଙ୍ଗ । ଡେମାଗ୍ରାଫେିର ପରିବତର୍ନ େହେଲ କଣ ହୁଏ ତାହା କାହାକୁ ବୁଝାଇବାର ଆବଶ୍ୟକତା ନାହିଁ। କାରଣ ଭାରତର ବିଭାଜନ ମଧ୍ୟ ଡେମାଗ୍ରାଫି ପରିବତର୍ନ କାରଣରୁ ହୋଇଥିଲା । ଯଦି ଅୋମ ସ୍ୱାଧୀନ ଭାରତର କଥା କହିବା ତେବ କାଶ୍ମୀର ଉପତ୍ୟକୋର କାଶ୍ମୀର ହିନ୍ଦୁ ପଣ୍ଡିତ ମାନଙ୍କୁ ଯେଭଳି ଭୋବ ବିତାଡିତ କରାଯାଇଥିଲା ତା ପଛର ମୂଳ କାରଣ ମଧ୍ୟ ଏହି ଡେମାଗ୍ରାଫି ପରିବତର୍ନ । ତେଣୁ େଡେମାଗ୍ରାଫି ପରିବତର୍ନ କୌଣସି ସାଧାରଣ ପ୍ରସଙ୍ଗ ନେୁହଁ ବରଂ ଏହା ଦେଶର ସୁରକ୍ଷା ଓ ଦେଶର ଅସ୍ତିତ୍ୱ ସମ୍ପର୍କିତ ଏକ ଜ୍ୱଳନ୍ତ ପ୍ରଶ୍ନ ।
ଯେତେବେଳ ଦେଶେର ଡେମାଗ୍ରାଫେିର ହେଉଥିବା ପରିବତର୍ନ ସମ୍ପକର୍ରେ ବିଚାର ବିମର୍ଶ ହୁଏ ସେତେବେଳ ଏହି ବିମର୍ଶ ପ୍ରାୟ ଆର୍ଥିକ ବିକାଶ ଓ ପ୍ରଗତି ଉପେର କେନ୍ଦ୍ରିତ ରହିଥାଏ । ବେିଶଷ ଭୋବ ଦେଶର ସୀମାବର୍ତୀ ଅଂଚଳ ଗୁଡିକେର ହେଉଥିବା ଡେମାଗ୍ରାଫି ପରିବତର୍ନର ଧାରା ଦେଶର ନିରାପତା ପାଇଁ ଏକ ଗଭୀର ଚ୍ୟୋଲଂଜ ସୃଷ୍ଟି କରୁଥିବା ପ୍ରତୀୟମାନ ହୁଏ । ରଣେନୌତିକ ଦୃଷ୍ଟିରୁ ସର୍ବାଧିକ ଗୁରୁତ୍ୱପୂର୍ଣ ଅଂଚଳ, ଉଦାହରଣ ସ୍ୱରୂପ ଚେିକନ ନେକ କରିଡର ତଥା ପୂର୍ବ ସୀମୋର ଥିବା ମୁସଲମାନ ଜନସଂଖ୍ୟା ବହୁଳ ଜିଲ୍ଲା ମାନଙ୍କର ଲଗାତାର ବଢୁଥିବା ସଂଖ୍ୟା କୌଣସି ସାଧାରଣ ଘଟଣା ନେୁହଁ ବରଂ ଏହାର ପାଟନର୍କୁ ଗଭୀର ଅଧ୍ୟୟନ କରି ଠିକ ଭୋବ ବୁଝିବା ଓ ସମୟ ଥାଉ ଥାଉ ଏହାର ଉଚିତ ଉପାୟ ଅବଲମ୍ବନ କରିବା ହେଉଛି ସମୟର ଆବଶ୍ୟକତା ।
ବତର୍ମାନ ଉପଲବ୍ଧ ତଥ୍ୟ ଉଦେବଗଜନକ ପରିସ୍ଥିତିକୁ ଦର୍ଶାଇଥାଏ । ୧୯୫୧ ମସିହୋର ମୁସଲମାନ ବହୁଳ ଜିଲ୍ଲାର ସଂଖ୍ୟା ମାତ୍ର ୮ ଥିଲା । ହେଲ ୨୦୧୧ ମସିହା ଆସୁ ଆସୁ ଏହି ସଂଖ୍ୟା ବଢି 36ରେ ପହଂଚି ସାରିଛି । ମୁସଲମାନ ମାନଙ୍କର ସଂଖ୍ୟାରେ ବୃଦ୍ଧି ସମାନ ଭାବେ ସାରା ଦେଶେର ବଢି ନାହିଁ ବରଂ ଏଭଳି ଅଂଚଳେର ଅପ୍ରତ୍ୟାଶିତ ଭୋବ ବଢିଛି ଯାହା ଦେଶର ଅଖଣ୍ଡତା ଓ ସାମରିକ ସୁରକ୍ଷା ଓ ଷ୍ଟ୍ରୋଟଜିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ଉଦାହରଣ ସ୍ୱରୂପ ଚିକନ ନେକ ର କରିଡର ଯାହା ଭାରତର ମୁଖ୍ୟ ଭୂମିକୁ ପୂର୍ବୋତ୍ତର ଭାରତ ସହ ଯୋଡିଥାଏ, ସେହି ଅଂଚଳେର ଡେମାଗ୍ରାଫେିର ବ୍ୟାପକ ଓ ଅପ୍ରତ୍ୟାଶିତ ପରିବତର୍ନ ଅନକ ଚିନ୍ତା ଉତ୍ପନ୍ନ କରୁଛି । ଏହି ସେମ୍ବଦନଶୀଳ ଅଂଚଳରେ ଡେମାଗ୍ରାଫିର ଅପ୍ରତ୍ୟାଶିତ ପରିବତର୍ନ ଅନେକଙ୍କ ପ୍ରଶ୍ନକୁ ଜନ୍ମ ଦେଇଥାଏ । କଣ ଡେମାଗ୍ରାଫିର ଏହି ପରିବତର୍ନର ପ୍ରକ୍ରିୟା ସ୍ୱାଭବିକ ନା ଏହା ବାହ୍ୟ କାରକ ଗୁଡିକ ଦ୍ୱାରା ପ୍ରେରିତ ଅଥବା ସୁନିୟାଜିତ ଭୋବ କୌଣସି ଷଡଯନ୍ତ୍ରପୂବର୍କୁ ଏହି କାର୍ଯ୍ୟକୁ କରାଯାଉଛି ? ସାଧାରଣ ଦୃଷ୍ଟିରେ ଅୋମ ଯଦି ଦେଖିବା ତେବ ଆମେ ଜାଣି ପାରିବା ଯେ ନିଶ୍ଚିତ ଭୋବ ଏହି ପ୍ରକ୍ରିୟା ସ୍ୱାଭବିକ ନେୁହଁ । ଯଦି ଏହା ସ୍ୱାଭବିକ ଭୋବ ହୋଇଥାନ୍ତା ତେବ ଏହି ସଂଖ୍ୟା ସମାନ ଭାବେ ଦେଶର ବିଭିନ୍ନ ଅଂଚଳରେ ବିତରିତ ହୋଇଥାନ୍ତା । ହେଲେ କେବଳ ସୀମାବର୍ତୀ ଅଂଚଳ, ଯାହା ରଣେନୌତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ଅଂଚଳେର ଡେମୋଗ୍ରାଫିର ପରିବତର୍ନ ଦେଖିବାକୁ ମିଳୁଛି ତାହା ନିଶ୍ଚିତ ଭୋବ କୌଣସି ବଡ ଷଡଯନ୍ତ୍ର ଆଡକୁ ସେଂକତ କରୁଛି ।
ଗତ ବର୍ଷ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଡେମାଗ୍ରାଫି ପରିବତର୍ନ ସମ୍ପର୍କିତ ସଂକଟ ପାଇଁ ଏକ ଉଚ୍ଚାଧିକାର କମିଟି ଗଠନ କରିବାକୁ ଘୋଷଣା କରିଥିଲେ । ଏହି ଘୋଷଣା ଅନୁଯାୟୀ ମୋଦୀ ସରକାର ବେଆଇନ ଅନୁପ୍ରେବଶ କାରଣରୁ ଦେଶର ଅନେକ ଭାଗ ବିଶେଷ ଭୋବ ସୀମାବର୍ତୀ ଅଂଚଳେର ହେଉଥିବା ଡେମୋଗ୍ରାଫି ପରିବତର୍ନର ସମସ୍ୟାର ମୁକାବିଲା ପାଇଁ ଏକ ଉଚ୍ଚାଧିକାର ପ୍ରାପ୍ତ ସମିତିର ଗଠନ କରିଛନ୍ତି। ସୁପ୍ରିମେକାଟର୍ର ପୂବର୍ତନ ବିଚାରପତି ପ୍ରକାଶ ପ୍ରଭାକର ନୋବଲକରଙ୍କ ଅଧ୍ୟକ୍ଷତୋର ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏକ ବର୍ଷ ମଧ୍ୟେର ଡେମୋଗ୍ରାଫି ପରିବତର୍ନର କାରଣର ଅଧ୍ୟୟନ କରିବା ସହ ଏହି ସମସ୍ୟାର ନିରାକରଣ ପାଇଁ ପରାମର୍ଶ ପ୍ରଦାନ କରିବ ।
ଏହି ସମିତି ସମ୍ପକର୍ରେ ଘୋଷଣା କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଡେମୋଗ୍ରାଫି ପରିବତର୍ନ ଦେଶର ସଂପ୍ରଭୁତା ସହିତ ଦେଶର ନିରାପତା, ଆଇନ ଶୃଙ୍ଖଳା ପରିସ୍ଥିତି, ସାମାଜିକ ସଂରଚନାର ଗୁରୁତର ପରିବର୍ତ୍ତନ ସହିତ ଜନଜାତୀୟ ସମାଜର ସଂରକ୍ଷଣ ସହ ଡଜିତ ଏକ ବଡ ସମସ୍ୟା । ତେଣୁ ଏହି ସମିତି ଭାରତରେ ବେଆଇନ ଅନୁପ୍ରେବଶ ଓ ଅସାଧାରଣ କାରଣ ଯୋଗୁ ଦେଶେର ଡେମୋଗ୍ରାଫି ର ପରିବତର୍ନର କାରଣ ଗୁଡିକର ବ୍ୟାପକ ମୂଲ୍ୟାଙ୍କନ କରିବା ସହ ସୁନିୟୋଜିତ ଓ ସମୟବଦ୍ଧ ସମାଧାନ ପାଇଁ ପରାମର୍ଶ ପ୍ରସ୍ତୁତ କରିବ ।
ଏହି ସମିତିକୁ ମୋଟ ଆଠଟି ପ୍ରସଙ୍ଗକୁ ନେଇ କାର୍ଯ୍ୟ କରିବାକୁ କୁହା ଯାଇଛି । ଏଥି ମଧ୍ୟେର ବେଆଇନ ଅନୁପ୍ରେବଶ ସହିତ ଡେମୋଗ୍ରାଫି ର ପରିବତର୍ନ କାରଣରୁ ଉତ୍ପନ୍ନ ଚ୍ୟୋଲଂଜ ଗୁଡିକ ଉପେର ବ୍ୟାପକ ଭୋବ ବିଚାର କରିବା. ଏଭଳି ଡେମୋଗ୍ରାଫି ପରିବତର୍ନର ସମ୍ଭାବିତ କାରଣ ଗୁଡିକର ଅଧ୍ୟୟନ କରିବା ଯେପରିକି ସୀମା ପାର କାର୍ଯ୍ୟକଳାପ ବେଆଇନ ଅନୁପ୍ରବେଶ ସହିତ ଆର୍ଥିକ ସୁଯୋଗ ଓ ଅନ୍ୟ ସାମାଜିକ ଓ ଅନ୍ୟ କାରକ । ସେହିପରି ଏହି ପରିବତର୍ନ ଗୁଡିକ ପଛରେ ଥିବା ଅନ୍ତର୍ନିହିତ କାରକ ଗୁଡିକୁ ଚିହ୍ନଟ କରିବା ଯେଉଁଥିରେ ଅସାଧାରଣ ଭାବେ ବସ୍ତି ସ୍ଥାପନ କରି ରହିବାର ପାଟର୍ନ ଆଦି ସାମିଲ ରହିଛି । ଏହି ସମିତି ଧାର୍ମିକ ଓ ସାମାଜିକ ସଂପ୍ରଦାୟ ଗୁଡିକ ଉପେର ଡେମୋଗ୍ରାଫି ପରିବତର୍ନ ଦ୍ୱାରା ପଡୁଥିବା ପ୍ରଭାବର ବେିଶ୍ଲଷଣ କରିବ । ଏହି ସମିତି ଦେଶରେ ପୂବର୍ରୁ ରହୁଥିବା ଅନୁପ୍ରେବଶକାରୀ ମାନଙ୍କ ପାଇଁ ଆଇନ, ନିରପେକ୍ଷ ଓ ସମୟବଦ୍ଧ ଭୋବ ସେମାନଙ୍କୁ ଚିହ୍ନଟ କରିବା ତଥା ତାଙ୍କୁ ଦେଶରୁ ବିତାଡିତ କରିବାକୁ ଏକ ସୁବ୍ୟବସ୍ଥିତ ଓ ସ୍ଥାୟୀ ପରିଚାଳନା ପ୍ରଣାଳୀ ତିଆରି କରିବା ବିଷୟରେ ସୁପାରିଶ କରିବ । ଏହା ବ୍ୟତୀତ ଏହି କମିଟି ଅନୁପ୍ରବେଶ ତଥା ଡେମୋଗ୍ରାଫି ପରିବତର୍ନ କାରଣରୁ ଅସନ୍ତୁଳନ ସମ୍ପର୍କିତ ମାମଲା ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ମଧ୍ୟରେ କିଭଳି ସମନ୍ୱୟ ଆହୁରି ବଢି ପାରିବ ସେ ନେଇ ବ୍ୟାପକ ନୀତିଗତ ସଂରଚନା ତିଆରି କରିବାକୁ ପ୍ରସ୍ତାବ ଦେବ।
କେନ୍ଦ୍ର ସରକାର ଯେଉଁ ଉଚ୍ଚ ସ୍ତରୀୟ ସମିତି ଗଠନ କରିଛନ୍ତି ତାହା କୌଣସି ପ୍ରତୀକାତ୍ମକ ସମିତି ନୁହେଁ । ଏଥିରେ ପୂବର୍ତନ ବିଚାରପତିଙ୍କ ଠାରୁ ଆରମ୍ଭ କରି ପୂବର୍ତନ ବ୍ୟୁରୋକ୍ରାଟ, ସୁରକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅଥର୍ନୀତିଜ୍ଞଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହାର ଅର୍ଥ ହେଲା ଭାରତ ସରକାର ଭାରତର ସୀମାବର୍ତୀ ଅଂଚଳେର ଡେମୋଗ୍ରାଫି ପରିବତର୍ନକୁ ନେଇ ବହୁଆୟାମୀ ଆକଳନ କରିବାକୁ ଯାଉଛନ୍ତି ।
ତେବେ ମୋଦୀ ସରକାରଙ୍କର ଏହି ନୀତିକୁ ବର୍ତ୍ତମାନ ସୁଦ୍ଧା ସବୁଠାରୁ ବଡ ନୀତିଗତ ଓ ମୌଳିକ ପରିବର୍ତ୍ତନ ବୋଲି କୁହାଯାଉଛି । ଏହାର କାରଣ ହେଲା ଯେ ଏହା ପୂବର୍ରୁ ଏହି ପ୍ରସଙ୍ଗକୁ କେହି ଗୁରୁତ୍ୱର ସହ ନେଉ ନଥିଲେ । ହେଲେ ବତର୍ମାନ ସରକାର ଏହି ସମିତି ଗଠନ କରିବା ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ ନେର୍ଦ୍ଦେଶ ଦେଇଛନ୍ତି ତାହା ଦ୍ୱାରା ସରକାର ଏହି ମାମଲାକୁ ନେଇ କେତେ ଗମ୍ଭୀର ଅଛନ୍ତି ତାହା ସ୍ପଷ୍ଚ ହେଉଛି । ଦେଶର ସୀମାବର୍ତୀ ରାଜ୍ୟ ମାନଙ୍କୁ ସୀମାବର୍ତୀ ଅଂଚଳେର ଥିବା ସମସ୍ତ ବେଆଇନ ନିର୍ମାଣକୁ ଧ୍ୱସ୍ତ କରିବାକୁ କୁହାଯାଇଛି । ଏହା ସହିତ ସୀମାବର୍ତୀ ଅଂଚଳେର ଥିବା ବ୍ୟାଙ୍କ ଗୁଡିକେର କେଉଁ ସଂଦିଗ୍ଧ ଉତ୍ସରୁ ଅର୍ଥ ଆସୁଥିବା ନେଇ ଜାଂଚ କରିବାକୁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ କିଛି ଦିନ ଧରି ଦେଶର ପଶ୍ଚିମ ସୀମା ଠାରୁ ଆରମ୍ଭ କରି ଉତର ପୂର୍ବ ସୀମା ବର୍ତୀ ରାଜ୍ୟ ମାନଙ୍କୁ ଯାଉଛନ୍ତି ଓ ସେଠୋର ବିଭିନ୍ନ ସମୀକ୍ଷା ବୈଠକ ମାନ କରୁଛନ୍ତି । େ
ଡେମାଗ୍ରାଫି ହିଁ କୌଣସି ଦେଶର ନିୟତିକୁ ନିର୍ଧାରିତ କରିଥାଏ । େଅନକ ଦଶନ୍ଧି ଧରି ଭାରତ ଏହି ଗୁରୁତ୍ୱପୂର୍ଣ ବିଷୟକୁ ପ୍ରତ୍ୟକ୍ଷ ଭାବେର ସ୍ପର୍ଶ କରୁ ନଥିଲା । କିନ୍ତୁ ବତ୍ତର୍ମାନ ଭାରତ ଏ ସମ୍ପକର୍ରେ ଉଚ୍ଚସ୍ତରୀୟ କମିଟି ଗଠନ କରୁଛି । ସୀମାର ସୁରକ୍ଷା ଓ ନିରୀକ୍ଷଣକୁ ଜୋରଦାର କରୁଛି, ଅନୁପ୍ରେବଶକୁ ଏକ ଗୁରୁତର ଚ୍ୟୋଲଞ୍ଜ ଭାବେର ଦେଖୁଛି ଏବଂ ସେହି ଅନୁରୂପ ଭାବେର ପ୍ରଶାସନିକ ବ୍ୟବସ୍ଥାକୁ ପ୍ରସ୍ତୁତ କରୁଛି। ଏହା ସ୍ପଷ୍ଟ କରୁଛି ଯେ ଭାରତ ସରକାରଙ୍କ ଷ୍ଟ୍ରୋଟଜିକ ଥିଙ୍କିେଂର ମୌଳିକ ପରିବତ୍ତର୍ନ ଆସିଛି । ବାର୍ତା ଧେୀର ଧେୀର ସ୍ପଷ୍ଟ ହେଉଛି ଯେ ଭାରତର ରାଜ୍ୟ ବ୍ୟବସ୍ଥା ପରିଚାଳନାର ପରବର୍ତ୍ତୀ ପର୍ଯ୍ୟାୟ କେବଳ ରାଜପଥ, ଜିଡିପି ଏବଂ ଭିତ୍ତିଭୂମି ବିକାଶେର ସୀମିତ ରହିବ ନାହିଁ। ଏହା େଡେମାଗ୍ରାଫି ସନ୍ତୁଳନ ଓ ସ୍ଥିରତାର ସୁରକ୍ଷା ଉପେର ମଧ୍ୟ ସମାନ ଗୁରୁତ୍ୱ ଦେବ। କାରଣ ଆର୍ଥିକ ମହାଶକ୍ତି ମୋନ ଦୀର୍ଘ ସମୟ ଧରି ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖୀନ ହୋଇ ତାଙ୍କର ଶକ୍ତି ବଜାୟ ରଖି ପାରନ୍ତି ନାହିଁ। ବିଭିନ୍ନ ସଭ୍ୟତା ବାହ୍ୟ ଶତ୍ରୁଙ୍କ ଦ୍ୱାରା ପରାଜିତ ହେବା ପୂବର୍ରୁ ନିଜ ଭିତରୁ ଦୁବର୍ଳ ହୋଇ ଧ୍ୱଂସ ହୋଇଯିବାର େଅନକ ଉଦାହରଣ ଇତିହାସେର ଅଛି । ଭାରତର ନୀତି-ନିର୍ମାଣ ବ୍ୟବସ୍ଥା ଏହି ଐତିହାସିକ ତ୍ରୁଟିକୁ ଦୋହରାଇବାକୁ ପ୍ରସ୍ତୁତ ନଥିବା ପ୍ରତୀୟମାନ ହେଉଛି ।

Leave a Reply

Your email address will not be published. Required fields are marked *