ପାରାଦୀପରୁ ବାଂଲାଦେଶ ପରିବାର ଧରାପଡ଼ିବା ପରେ ଏବେ ଆହୁରି ବାଂଲାଦେଶୀ ଜଗତସିଂହପୁର ଜିଲ୍ଲାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି

ପାରାଦୀପ, ଏରସମାରେ ମାଳମାଳ ବାଂଲାଦେଶୀ!
ଜଗତସିଂହପୁର: ପାରାଦୀପରୁ ବାଂଲାଦେଶ ପରିବାର ଧରାପଡ଼ିବା ପରେ ଏବେ ଆହୁରି ବାଂଲାଦେଶୀ ଜଗତସିଂହପୁର ଜିଲ୍ଲାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଭିତରୁ ଅଧିକାଂଶ ଏଠାରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ୍ କାର୍ଡ ପ୍ରସ୍ତୁତ କରି ସାରିଥିବା ବେଳେ ହାତଗଣତି କେତେକ ପରିଚୟପତ୍ର ହାତେଇବା ଲକ୍ଷ୍ୟରେ ରହିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ଜୋରଦାର ଚଢ଼ଉ ଓ ଯାଞ୍ଚ କରୁ ଥିବାରୁ ଲୁଚି ରହିଥିବା ଅନେକ ବାଂଲାଦେଶୀ ସ୍ଥାନ ପରିବର୍ତ୍ତନ କରି ଆତ୍ମଗୋପନ କରି ରହିଛନ୍ତି। ଧରପଗଡ଼ ଶେଷ ହେବା ପରେ ସେମାନେ ପୁଣି ଫେରିବେ ବୋଲି କୁହାଯାଉଛି। ବାଂଲାଦେଶୀ ପରିବାର ଧରାପଡ଼ିବା ପରେ ଅନେକ ଗୁମର ଖୋଲିବାରେ ଲାଗିଛି। ବାଂଲାଦେଶୀ ପରିବାରକୁ ଅଠରବାଙ୍କୀ ନିକଟ ସେଲ୍ଫର ହୋମରେ ଛଡ଼ାଯାଇଛି। ଏ ସମ୍ପର୍କରେ ଜିଲ୍ଲାସ୍ତରୀୟ କମିଟିକୁ ଲକ ପରିବାର ବାଂଲାଦେଶ ଛାଡ଼ି ଦେଇଥିଲେ ଜଣାପଡୁଛି। ପୂର୍ବରୁ ଯୋଗାଯୋଗ
ଥାନା ପକ୍ଷରୁ ଅବଗତ କରାଯାଇଛି। କମିଟି ବୋଲି ପୁଲିସ ଆଗରେ କହିଥିଲେ। ଲକ କରି ପାରାଦୀପ ଅଣାଯାଇଥିଲା ବୋଲି ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ଥାନା ଅନ୍ତର୍ଗତ ଜରଦାରୀପଡ଼ାର ଯେଉଁ ଅନୁମାନ କରାଯାଉଛି। କେବଳ ଏହି ଓଡ଼ିଶା ଆଣିବାକୁ କୋଲକାତା ବସଷ୍ଟାଗ
ଓଡ଼ିଶା ଆଣିବାକୁ କୋଲକାତା ବସ୍ୟାଣ୍ଡ୍, ଷ୍ଟେସନ୍‌ରେ ବୁଲୁଛନ୍ତି ଦଲାଲ ଧରପଡ଼ିବା ଭୟରେ ଫେରାର୍ ହୋଇ ଆତ୍ମଗୋପନ କଲେଣି ଅନେକ ବାଂଲାଦେଶୀ ପରିବାରକୁ ପଠାଗଲା ସେଲ୍ଫର ହୋମ୍, ତଦନ୍ତ ଜାରି ଯେଉଁ ବାଂଲାଦେଶୀ ପରିବାର ବ୍ୟକ୍ତି ସେମାନଙ୍କୁ ଆଣିଥିଲେ ତାଙ୍କ ସହ ଗୋଟିଏ ଘଟଣା ନୁହେଁ ଅନେକ ଧରାପଡ଼ିଛନ୍ତି ତଦନ୍ତ ବେଳେ ଜଣାପଡ଼ିଛି, ସେମାନେ ଜଳପଥ ଦେଇ ସୁନ୍ଦରବନରେ ପହଞ୍ଚିବା ପରେ ସେଠାରୁ କୋଲକାତା ଆସିଥିଲେ । ସେଠାରୁ ବସ୍ ଯୋଗେ ପାରାଦୀପ ଆସିଥିଲେ ବୋଲି ଜେରା ବେଳେ ପୁଲିସ ଜାଣିବାକୁ ପାଇଛି। ନିର୍ଯାତନାର ଶିକାର ହେବା ପରେ ଏହି
କୋଲକାତା ବସଷ୍ଟାଣ୍ଡରେ ଦେଖାସାକ୍ଷାତ ହୋଇଥିଲା। ସମସ୍ୟାରେ ଥିବା ଜାଣି ସେମାନଙ୍କୁ ପାରାଦୀପରେ ଆଶ୍ରୟ ଦେବ ପାଇଁ ଡାକି ଆଣିଥିଲେ ବୋଲି ପୁଲିସ ଆଗରେ କହିଥିଲେ। କିନ୍ତୁ ଏହି ଥିଓରି ପୁଲିସର ହଜମ ହେଉ ନାହିଁ । ଏହା ଏକ ଯୋଜନାବଦ୍ଧ ବୋଲି ପ୍ରାଥମିକ ତଦନ୍ତରୁ
ଦଲାଲ କୋଲକାତାର ବସ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଘୂରି ବୁଲୁଛନ୍ତି। ସହଜରେ ଜଳପଥରେ ଦେଶ ସୀମାକୁ ପାର କରି କୋଲକାତାରେ ପହଞ୍ଚୁଥିବା ବାଂଲାଦେଶୀଙ୍କୁ ଓଡ଼ିଶାରେ ଆଣି ଆଶ୍ରୟ ଦେବା ପାଇଁ ଦଲାଲ ଡିଲ୍ କରୁଛନ୍ତି। ମାତ୍ର କେଇ ହଜାର ଟଙ୍କାରେ ସେମାନଙ୍କୁ
ସାଙ୍ଗରେ ଧରି ଜଗତସିଂହପୁର ଜିଲ୍ଲାର ପାରାଦୀପର ବିଭିନ୍ନ ଅଞ୍ଚଳ, ଏରସମାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସରବା, ଦହିବର, ଖୁରାଣ୍ଟ, ଜପା, ପଦ୍ମପୁର, ଗଡ଼ହରିଶପୁର, ନୋଳିଆ ସାହି ଆଦିରେ ମଧ୍ୟ ବାଂଲାଦେଶୀ ରହୁଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ବାଂଲାଦେଶୀ ରହିବା ସହ ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ୍ କାର୍ଡ ଆଦି ରହିଛି । କେତେକଙ୍କର ପରିଚୟପତ୍ର ନ ଥିବା ମଧ୍ୟ କୁହାଯାଉଛି। କିନ୍ତୁ ସମୁଦ୍ର ତଟବର୍ତ୍ତୀ ବିସ୍ତୀର୍ଣ୍ଣ ଓ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ କିଲୋମିଟର କିଲୋମିଟର ବ୍ୟାପୀ ଅଞ୍ଚଳରେ ଗୋଟିକିଆ ଘର ଯୋଗୁ ସହଜରେ ସନ୍ଦେହ ପରିସରକୁ ଆସୁ ନାହାନ୍ତି। ଧରପଗଡ଼ ଚାଲିଥିବାରୁ ପରିଚୟପତ୍ର ବାଂଲାଦେଶୀ ସେହି ସ୍ଥାନ ଛାଡ଼ି ଫେରାର ହୋଇ ଯାଇଛନ୍ତି। ବ୍ୟାପକ ଧରପଗଡ଼ ହେଲେ ଆହୁରି ବାଂଲାଦେଶୀ ଠାବ ହେବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *