ଆତଙ୍କବାଦର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ଦୋମୁହାଁ ନୀତିକୁ ପ୍ରତ୍ୟାଖ୍ୟାନ

ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି। ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି। ବ୍ରିକ୍ସ ଦେଶଗୁଡ଼ିକ ଭାରତର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଆପଣାଇବା ଉପରେ ଘୋଷଣାନାମାରେ ଗୁରୁତ୍ବାରୋପ କରାଯାଇଛି। ଏଥିସହିତ ଆତଙ୍କବାଦର ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ଦୋମୁହାଁ ନୀତିକୁ ପ୍ରତ୍ୟାଖ୍ୟାନ କରାଯାଇଛି।

Leave a Reply

Your email address will not be published. Required fields are marked *