ବଡବିଲ ଅଞ୍ଚଳରେ ଗୋରୁ ଚୋରାଚାଲାଣ, ଜଣେ ଗିରଫ

ବଡବିଲ ଅଞ୍ଚଳରେ ଗୋରୁ ଚୋରାଚାଲାଣ, ଜଣେ ଗିରଫ
ଗୋରୁ ଚୋରାଚାଲାଣ ଅଭିଯୋଗରେ ଜୁନ ୧୮ ତାରିକ ଦିନ ବଡ଼ବିଲ ପୁଲିସ ଜଣକୁ ଗିରଫ କରିଛି।
ଅଭିଯୁକ୍ତ ହେଲା ମୟୂରଭଞ୍ଜ ଜିଲ୍ଲା ସୁଲେଇପାଟ ଥାନା କୁସୁମୀ ଗାଁର ଏସ୍ କେ. ସର୍ଷାଜ ସର୍ଷାଜ ପାଖରୁ ୨ଟି ବୋଲେରୋ ଜବତ ହୋଇଛି।
ପୁଲିସ ଏକ ମାମଲା(୯୬/୨୫) ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ଜବତ ବୋଲେରୋ ଦୁଇଟିର ନମ୍ବର ଓଡ଼ି ୧୪ଏଇ-୨୯୪୪ ଓ ଓଆ?ର୍୦୯କ୍ୟୁ-୦୧୭୯ ।
ବଡ଼ବିଲ ଅଞ୍ଚଳରୁ ଅନେକ ସମୟରେ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାକୁ ଗୋରୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା।

Leave a Reply

Your email address will not be published. Required fields are marked *