ଏନଆଇଏ ଦ୍ବାରା ମୁମ୍ବାଇ ଏୟାରପୋର୍ଟରୁ ଦୁଇ ଆତଙ୍କବାଦୀ ଗିରଫ

ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦୁଇ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କରିଛି ଏନଆଇଏ । ମୁମ୍ବାଇ ଏୟାରପୋର୍ଟରୁ ଶନିବାର ଏହି ଆତଙ୍କବାଦୀ ଅବଦୁଲ୍ଲା ଫୈଜ୍‍ ଶେଖ୍‍ ଓରଫ ଡାଏପରୱାଲା ଏବଂ ତଲହା ଖାନାଙ୍କୁ ଗିରଫ କରି ଛାନଭିନ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀ ଲିଙ୍କରେ ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଅଞ୍ଚଳରେ ଚଢାଉ ଜାରି ରହିଛି ।

Leave a Reply