Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନାତନ ରକ୍ଷା ଦାୟିତ୍ବରେ କୁନି ସନ୍ନ୍ୟାସୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନାତନ ରକ୍ଷା ଦାୟିତ୍ବରେ କୁନି ସନ୍ନ୍ୟାସୀ

ସନାତନ ରକ୍ଷା ଦାୟିତ୍ବରେ କୁନି ସନ୍ନ୍ୟାସୀ
ସନାତନ ଧର୍ମ ରକ୍ଷାର ଦାୟିତ୍ବ ମୁଣ୍ଡାଇଛନ୍ତି କୁନି ସନ୍ନ୍ୟାସୀ । ମହକୁମ୍ଭ ଏହାର ଉଦାହରଣ । କୁନି ଶରୀରରେ ବିଭୂତି ଜୀବନର ସତ୍ୟତାକୁ ଉଜାଗର କରୁଛି ଯେ ସବୁକିଛି ଅସ୍ଥାୟୀ । କୁନି ସନ୍ନ୍ୟାସୀ ଧର୍ମ ରକ୍ଷା ପାଇଁ ହାତରେ ଅସ୍ତ୍ର ଓ ଗଲାରେ ମାଳା ଧାରଣ କରିଛନ୍ତି । ତାଙ୍କ ନାମ ହେଉଛି ଦକ୍ଷଗିରୀ ମହାରାଜ ା ହରିୟାଣାର ହିସାର ଜିଲ୍ଲାର ବାସିନ୍ଦା ା ଗୁରୁ ହେଉଛନ୍ତି ନାଗା ସନ୍ଯାସୀ ଅଜୟ ଗିରି ମହାରାଜ ା ତାଙ୍କର ବର୍ତ୍ତମାନ ବୟସ ମାତ୍ର ୧୫ ବର୍ଷ ା ୫ ବର୍ଷ ବୟସରେ ସେ ସନ୍ଯାସୀ ହେବାକୁ ମନସ୍ଥ କରିଥିଲେ ା ଏବେ ସାଧୁସନ୍ଥଙ୍କ ଗହଣରେ ତାଙ୍କର ୧୦ ବର୍ଷ ବିତିଗଲାଣି ା ମାତ୍ର ୫ ବର୍ଷ ବୟସରୁ ପୂଜାପାଠରେ ତାଙ୍କର ମନ ଲାଗୁଥିଲା । ବାପାଙ୍କ ଦେହନ୍ତ ହୋଇଥିଲା। ୫ ବର୍ଷ ବୟସରେ ସେ ନିଜ ମା’ଙ୍କ ନିକଟରେ। ସାଧୁ ହେବା ପାଇଁ ଇଚ୍ଛା ଜନିତ କରିଥିଲେ । ମା’ ମଧ୍ୟ ବହୁ ଚିନ୍ତା କରିବା ପରେ ସମର୍ଥନ କଲେ। ଏହା ପରେ ସେ ଘର ଛଡ଼ିବାକୁ ନିଷ୍ପଭି ନେଲେ।
ପରବର୍ତ୍ତୀ ଯାତ୍ରା ସେ ନିରଞ୍ଜନା ଆଖଡ଼ା ସହ ଆପମ୍ଭ କଲେ। ଏବେ ସେ ନିଜକୁ ଧର୍ମ ରକ୍ଷା ପଇଁ ପ୍ରସ୍ତୁତ କରୁଛନ୍ତି ।

Leave a Reply