Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ କେନ୍ଦୁଳାଇ ମନ୍ଦିରରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ କେନ୍ଦୁଳାଇ ମନ୍ଦିରରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି


ବାଲିକୁଦା:ବାଲିକୁଦା ଥାନା ନରସିଂହପୁର ଗ୍ରାମର ଗ୍ରାମ ଦେବତୀ ମା’ କେନ୍ଦୁଳାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି। ସେମାନେ ମା’ଙ୍କ ଅଳଙ୍କାର ସମେତ ବାସନକୁସନ ଚୋରି କରି ନେଇଛନ୍ତି। ଏ ନେଇ ବାଲିକୁଦା ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ରୂପା ମୁକୁଟ, ସୁନା ଚିତା ଓ କଂସା ଓ ପିତ୍ତଳ ବାସନ ଚୋରି କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା(୪୩୦/୨୪)ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି

Leave a Reply