Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନୂତନ କର୍ମକର୍ତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନୂତନ କର୍ମକର୍ତା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗୋପୀନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ରାଜନଗର ପ୍ରଖଣ୍ଡର ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନୂତନ କର୍ମକର୍ତା ଚୟନ କରାଯାଇଛି। ବଜରଙ୍ଗ ଦଳର ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ଓ ସଂପାଦକ ବୀରେନ୍ଦ୍ର କୁମାର ସାମଲଙ୍କ ଅନୁମୋଦନ କ୍ରମେ ରାଜନଗର ପ୍ରଖଣ୍ଡର ନୂତନ କର୍ମକର୍ତାଙ୍କ ନାମ ଜିଲ୍ଲା ସଂଯୋଜକ ସନାତନ ସୁଆର ଘୋଷଣା କରିଥିଲେ। ରାଜନଗର ପ୍ରଖଣ୍ଡର ନୂତନ ସଭାପତି ଭାବେ ଦେବବ୍ରତ ମହାନ୍ତି, ଉପସଭାପତି ସେଠୀ, ମାତୃଶକ୍ତି ସଂଯୋଜିକା ଶାନ୍ତିଲତା ବାରିକ, ଗୋରକ୍ଷା ପ୍ରମୁଖ ସଂଦୀପ ଜେନା, ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ଆର. କ୍ରିଷ୍ଣା ଦାସ, ମନ୍ଦିର ଓ ପୁରୋହିତ ସଂପର୍କ ପ୍ରମୁଖ ଶାରଦା ପ୍ରସନ୍ନ ମିଶ୍ର, ଧର୍ମପ୍ରସାର ପ୍ରମୁଖ ଶାନ୍ତନୁ କୁମାର ସ୍ଵାଇଁ, ସେବା ପ୍ରମୁଖ ମଥୁରାନନ୍ଦ ମଲ୍ଲିକ, ସାମାଜିକ ସମରସତା ପ୍ରମୁଖ ରଘୁନାଥ ସ୍ଵାଇଁ, ପ୍ରଚାର ପ୍ରସାର ଦୁର୍ଗାବାହିନୀ ସଂଯୋଜିକା ବିଦ୍ୟୁତପ୍ରଭା ପ୍ରମୁଖ ବ୍ରଜଭୂଷଣ ମିଶ୍ର, ସହସଂଯୋଜକ ଭାବେ ଅକ୍ଷୟ କୁମାର ପାତ୍ର, ସଂପାଦକ ଭାବେ ବିବେକାନନ୍ଦ ଭୂୟାଁ, ସହସଂପାଦକ ଭାବେ ମନୋରଂଜନ ସାହୁ, ସତ୍‌ସଙ୍ଗ ପ୍ରମୁଖ

ଭାବେ ପ୍ରମୋଦ କୁମାର ରାଉତ, ବଜରଙ୍ଗ ଦଳ ସଂଯୋଜକ ଭରତ ଚନ୍ଦ୍ର ରାଉତ,ଓମକାର ଜ୍ୟୋତିବର୍ଦ୍ଧନ, ସରୋଜକାନ୍ତ ସ୍ଵାଇଁ, ମହାବିଦ୍ୟାଳୟ ପ୍ରମୁଖ ଓମ୍ ପ୍ରକାଶ ଜେନା, ସୁରକ୍ଷା ପ୍ରମୁଖ ଚନ୍ଦ୍ରଭାନୁ ଜେନା, ବଳ ଉପାସନା ପ୍ରମୁଖ ରଜତ ମଲିକ, ସାପ୍ତାହିକ ମିଲନ ପ୍ରମୁଖ ସନ୍ତୋଷ ସେଠୀ, ଦୁର୍ଯ୍ୟୋଧନ ସେଠୀ, ଆଖଡ଼ ପ୍ରମୁଖ ସୁଦର୍ଶନ ମଳିକ ପ୍ରମୁଖଙ୍କ ନାମ ଚୟନ କରାଯାଇଥିବା ନେଇ ପ୍ରଖଣ୍ଡ ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Leave a Reply