ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ଉତ୍ତେଜନା


ଜଟଣୀ: ଜଟଣୀ ନିକଟ ଅରାଗଡ଼ ପାହାଡ଼ ପାଦ ଦେଶରେ ଜଣେ ସମାଜସେବୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ଗେ । ଡ଼ି ପୁ ଟ – ମ । ଟି ଆ ପ ଡ଼ । ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ଏ ସମ୍ପର୍କରେ ଗୋଡ଼ିପୁଟ- ମ । ଟି ଆପ ଡ଼ ।ଆ ଞ୍ଚ ଳି କ ପ ରି ଷ ଦ ସମ୍ପାଦକ ପ । ଣ୍ଡ ବ ଜ ନ । ହ ରି ର | ଜ ପୁ ର ଫାଣ୍ଡିରେ ଏତଲା ଦେଇଛନ୍ତି। ଅରାଗଡ଼ ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିର ପୁନରୁଦ୍ଧାର କରା ଯିବା ସହ ଏହି ବୌଦ୍ଧ ପୀଠକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଥିଲା । ଏହି ସମ୍ପାଦକଙ୍କ ସ୍ମୃତି ରକ୍ଷା ପାଇଁ ୨୦୨୧ରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। କିନ୍ତୁ ୪ ତାରିଖ ରାତିରେ ଦୁର୍ବୃତ୍ତମାନେ ତାଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ ଅଲଗା କରି ଦେଇଥ‌ିବା ସମ୍ପାଦକ ଶ୍ରୀ ଜେନା ତାଙ୍କ ଏତଲାରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଞ୍ଚଳିକ ଯୁବ ପରିଷଦ ପୁଲିସକୁ ଅନୁରୋଧ କରିଛି ।

Leave a Reply

Your email address will not be published. Required fields are marked *