Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଧିବକ୍ତା ପରିଷଦ ତରଫରୁ ଆଲୋଚନା ଚକ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଧିବକ୍ତା ପରିଷଦ ତରଫରୁ ଆଲୋଚନା ଚକ୍ର


ଭବାନୀପାଟଣା,:ଏକରାଷ୍ଟ୍ର ଏକନିବାର୍ଚନ ବିଷୟରେ ଅଧ୍ଵବକ୍ତା ପରିଷଦର ଜିଲା ସଭାପତି ସନ୍ତୋଷ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କମ୍ବୁପାଣି ପାଢ଼ୀ, ଜୟନାରାୟଣ ବାବୁ, ଅରୁଣ ନାୟକ, ଭବେନ୍ଦ୍ର ପଣ୍ଡା, ଅଶୋକ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ରୁ ଅଧିକ ଅଧିବକ୍ତା ଯୋଗ ଦେଇଥିଲେ ।

Leave a Reply