ଏବିଭିପି ନଗର ସମ୍ମିଳନୀ


ବଲାଙ୍ଗିର, ୨।୧୦ : ବଲାଙ୍ଗିର ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସ୍ଥାନୀୟ କଲେଜ ଛକ ଶିଶୁ ମନ୍ଦିରରେ ନଗର ସମ୍ମିଳନୀ ଓ ନୂଆଁଖାଇ ଭେଟ୍‌ଘାଟ ଅନୁଷ୍ଠିତ ହୋଇଯାଇଛି। ଏବିଭିପି ବଲାଙ୍ଗିର ବିଭାଗ ପ୍ରମୁଖ ରବିନ୍ଦ୍ର ମେହେର ମୁଖ୍ୟ ଅତିଥ୍‌, ବଲାଙ୍ଗିର-ସୋନପୁର ଜିଲା ସଂଗଠନ ସମ୍ପାଦକ ବିକାଶ ସାହୁ ସମ୍ମାନିତ ଅତିଥ୍ୟ ଭାବେ ଯୋଗ ଦେଇଥିଲେ ବିଭାଗ ସଂଯୋଜକ ସ୍ୱରାଜ ପୁରୋହିତ, ଜିଲା ସହପ୍ରମୁଖ ଅରୁଣ ସାହୁ, ଜିଲା ସଂଯୋଜକ ଉତ୍ତମ
ବରାଡ଼, ଜିଲା ସହସଂଯୋଜକ ଦିବ୍ୟରଞ୍ଜନ କାଲସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୋଧପ୍ତ ବେଜ, ରାଜ୍ୟ ଜିଜ୍ଞାସା ପ୍ରମୁଖ ବୁଲୁ ମେହେର, ବିଭାଗ ଛାତ୍ରୀ ପ୍ରମୁଖ ବିଲା ସିନି ବୁଟା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନଗର ସମ୍ମିଳନୀରେ ନୂତନ କାର୍ଯ୍ୟକାରିଣୀ ବିଭାଗ ସଂଯୋଜକ ସ୍ଵରାଜ ପୁରୋହିତ ଘୋଷଣା କରିଥିଲେ ନଗର ସଭାପତି ଅଧ୍ୟାପକ ଆଲୋକ ପଣ୍ଡା, ଉପସଭାପତି ମିତାଞ୍ଜଳୀ ଶତପଥୀ,
ମଞ୍ଜିତ କର୍ମୀ, ଅନିଲ ସା, ନଗର ସମ୍ପାଦକ ତେଜରାଜ ସାହୁ, ସହସମ୍ପାଦକ ସୋମ ମିଶ୍ର, ରାକେଶ ସାଇ, ଗତିବିଧ୍ ପ୍ରମୁଖ ସୁମନ ସାହୁ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଅଷ୍ଟମୀ ନାଗ, ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ବିଜ୍ଞେସୀ
ବାରିକ, ଛାତ୍ରୀ ପ୍ରମୁଖ ରୋସନୀ ସାହୁ, ସହଛାତ୍ରୀ ପ୍ରମୁଖ ଆଦ୍ୟାସ ପ୍ରିୟଦର୍ଶିନୀ, ସ୍ଵିକୃତୀ ବନ୍ଧଛୋଡ଼, ନଗର କ୍ରୀଡ଼ା ସଂଯୋଜକ ସରୋଜ ସାହୁ, ନଗର ମେସ୍ ସମ୍ପର୍କ ସଂଯୋଜକ ସୌମ୍ୟରଞ୍ଜନ ପୁରୋହିତ, ନଗର ବିଦ୍ୟାର୍ଥୀ ସମ୍ପର୍କ ପ୍ରମୁଖ ବାବୁନ ଦଣ୍ଡସେନା, ସେବା ବିଦ୍ୟାର୍ଥୀ ସଂଯୋଜକ ମୁକେଶ ମିଶ୍ର, ସିଡିଡି ସଂଯୋଜକ ସ୍ଵାଭିମାନ ପ୍ରଧାନ, ନଗର ଜିଜ୍ଞାସା ସଂଯୋଜକ ଦୀପକ ମେହେର, ନଗର ମେଡି ଭିଜନ ସଂଯୋଜକ ଭାବେ ସୋମ୍ୟରଞ୍ଜନ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି ।

Leave a Reply

Your email address will not be published. Required fields are marked *