ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ଭୋଟଦାନ ନିମନ୍ତେ ଏବିଭିପିର ସଚେତନତା

ରାୟଗଡ: ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଗଣତନ୍ତ୍ରର ମହାନ ପର୍ବ ସାଧାରଣ ନିର୍ବାଚନ ରେ ଭୋଟ ଦାନ ରେ ଯୁବକ ମାନଙ୍କ ଭୂମିକା ଏବଂ ଶତ ପ୍ରତିଶତ ମତଦାନ ନିମନ୍ତେ ବଭଙ୍ଖକ୍ଟ୍ର ଗୁଣପୁର ର ଯୁବ ଜାଗରଣ ଅଭିଯାନ । ଏ ବି ଭି ପି ର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ନାୟକ, ବିଭାଗ ସଂଗଠନ ମନ୍ତ୍ରୀ ତନ୍ମୟ ପ୍ରିୟଦର୍ଶୀ, ବିଭାଗ ପ୍ରମୁଖ ଉମାଦାସ, ଜିଲ୍ଲା ପ୍ରମୁଖ ଶେଷସାୟୀ ସେନାପତି, ନଗର ସଭାପତି ଲକ୍ଷ୍ମୀ ମହ ।ନକୁଡ଼, ନଗର ପ୍ରମୂଖ ପ୍ରଫୁଲ୍ଲ ଲିମା, ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ ଶତପଥୀ,ନଗର ସଂପାଦକ ସାଈ ପାଣିଗ୍ରାହୀ, ସହ ସମ୍ପାଦକ ପୁପୁନ ରାଜୁ ପ୍ରମୂଖ ଯୁବ ଭୋଟର ଓ ଯୁବକ ମାନଙ୍କୁ ନିର୍ବାଚନ ରେ ତାଙ୍କ ଭୂମିକା ଶତ ପ୍ରତିଶତ ମତଦାନ, ସଠିକ ଦଳ କୁ ରାଷ୍ଟ୍ର ନିର୍ମାଣ ନିମନ୍ତେ ମତଦାନ, ନୋଟା କୁ ନା ଇତ୍ୟାଦି ବିଷୟରେ ସଚେତନ କରିବା ସହ ଗାଁ ସହର ରେ ଭୋଟଦାନ କୁ ଉତ୍ସବ ରୂପେ ପାଳନ ପାଇଁ ପ୍ରତ୍ସାହନ କରିବା ଜ଼ ସୋସିଆଲ ମିଡ଼ିଆ ରେ ସକ୍ରିୟ ହୋଇ କେବଳ ଭୋଟ ସଚେତନ କରିବା, ନୂତନ ଭୋଟର ମାନଙ୍କୁ ସ୍ୱାଗତ କରିବା, ଯୁବ ବର୍ଗ ଦ୍ୱାରା ବର୍ଷୀୟା ନ ଭୋଟର ଦିବ୍ୟ ।ଙ୍ଗ ଭୋଟର ମାନଙ୍କୁ ସହାୟତା ଜୁଟାଇବା ନିମନ୍ତେ ସଚେତନ ଓ ପ୍ରେରଣା ଦିଆଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟ । ମନ୍ଦିର ଓ ବଂଶଧାରା କଲେଜ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଏସ ଶିବାଜୀ, ଦେବାଶିଷ ସେନାପତି, ଦିଲିପ ପଣ୍ଡା ପ୍ରମୂଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *