Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ନେଇ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ନେଇ ଶୋଭାଯାତ୍ରା

ପାରଳା:ଶ୍ରୀରାମନବମୀ ତିଥିରେ ପାରଖେମୁଣ୍ଡ ସହରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଛି । ଗଜପତି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିଭିନ୍ନ ସଂଗଠନ ତରଫରୁ ହଜାର ହଜାର କର୍ମୀ ଶ୍ରୀରାମଜୟ ଧ୍ୱନିରେ ପାରଳାଖେମୁଣ୍ଡି ସହରରେ ଶୋଭାଯାତ୍ରା କରି ସମଗ୍ର ସହରକୁ ପରିକ୍ରମା କରିଛନ୍ତି । ପାରଳା ସହରରେ ଥିବା ସ୍ୱରସ୍ୱତୀ ଶିଶୁମନ୍ଦିରଠାରୁ ଏହି ଶୋଭାଯାତ୍ରା ବାହାରି ସମଗ୍ର ସହର ପରିକ୍ରମା କରି ପୁଣି ଶିଶୁ ମନ୍ଦିରଠାରେ ପହଞ୍ôଚଥିଲା ।

Leave a Reply