Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋ ଚାଲାଣ ମାମଲାରେ ବେପାରୀ ଅଦାଲତ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋ ଚାଲାଣ ମାମଲାରେ ବେପାରୀ ଅଦାଲତ ଚାଲାଣ


କୋରେଇ- ପାଣିକୋଇଲି ପୁଲିସ ମାର୍ଚ୍ଚ ୩୦ ତାରିଖ ଦିନ ବେଆଇନ ଗୋ ଚାଲାଣକାରୀ ବେପାରୀକୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ଗତ ମାର୍ଚ୍ଚ ୧୧ ତାରିଖ ବେଆଇନ ଗୋ ଚାଲାଣର ଖବର ପାଇ ପୁଲିସ ସାହାପୁର ନିକଟସ୍ଥ କେଉଟନଗୁଆଁରେ ଚଢାଉ କରିଥିଲା । ବେଆଇନ ଚାଲାଣ ପାଇ ପ୍ରସ୍ତୁତ ଥିବା ଗୋରୁ ଗୁଡିକୁ ଜବତ କରିବା ସହ ଚାଲାଣ ପାଇଁ ବ୍ୟବହୃତ ହେବାକୁ ଥିବା ଏକ ଆଇଚର ଟ୍ରକକୁ ଜବତ କରିଥିଲା । ପରେ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା । ଏହି କ୍ରମରେ ବେପାରି ପଶ୍ଚିମବଙ୍ଗ ମିଦିନାପୁର ଜିଲ୍ଲା ପଟାସପୁର ଥାନା ଅନ୍ତର୍ଗତ ପଟାସପୁର ଗ୍ରାମର ମନିରୁଦ୍ଦିନ ଖାଁଙ୍କ ପୁଅ ଜାକିର ଖାଁ (୩୫) କୁ ଗିରଫକରିଥିଲା ।

Leave a Reply