ବିଭିନ୍ନ ଦାବିନେଇ ଏବିଭିପି ପ୍ରତିନିଧି ମଣ୍ଡଳୀଙ୍କ ଉପଜିଲ୍ଲାପାଳଙ୍କୁ ସାକ୍ଷାତ


ରାଉରକେଲା : ପାନପୋଷ ଉପଖଣ୍ଡ ଅଧୀନରେ ବିଭିତ୍ତ ସ୍ଥାନରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଦୀର୍ଘଦିନ ଧରି ଖାଲି ପଡୁଥିବା ବିଭିନ୍ନ ପଦବୀପୁରଣ କରିବା ସହ ମହାବିଦ୍ୟାଳୟ ଥିବା ଜାଗାକୁ ମହାବିଦ୍ୟାଳୟ ନାମରେ କରିବା,ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ମାନଙ୍କ ସୁରକ୍ଷା ନିମିତ୍ତ ବିଶେଷ ପଦକ୍ଷପ ନେବା,ଅତ୍ୟାଧୁନିକ ପାଠାଗାର ର୍ନିମାଣ ଜରିବା ସମେତ ବିଭିନ୍ନ ଦାବି ନେଇ ବିଦ୍ୟାର୍ଥୀ ପରିଷଦର କର୍ମକର୍ତାମାନେ ପାପୋଷ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *