Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋରୁ ଚାଲାଣ ବେଳେ ୪ଜଣଙ୍କୁ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋରୁ ଚାଲାଣ ବେଳେ ୪ଜଣଙ୍କୁ ଅଟକ

ଭୁବନେଶ୍ୱର : ବେଆଇନ ଗୋରୁ ଚାଲାଣ ବେଳେ ଅଟକ ରଖିଲେ ଅଂଚଳବାସୀ । ଚାଲାଣ ବେଳେ ୧୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ସ୍ଥିତ ଟିବି ହସ୍ପିଟାଲ ଛକ ଠାରେ ଗୋଚାଲାଣ ହେଉଥିବା ବେଳେ, ଗୋଚାଲାଣକାରୀଙ୍କୁ ଅଟକାଇ ରଖିଥିଲେ ଗ୍ରାମବାସୀ । କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।

Leave a Reply