ଶ୍ରୀରାମଙ୍କ ପ୍ରାଣପତିଷ୍ଠା ଉତ୍ସବରେ ରମ୍ଭା ପକ୍ଷରୁ ଆଯୋଜିତ ପଦଯାତ୍ରା

ଛତ୍ରପୁର : ପବିତ୍ର ଆୟୋଧ୍ୟାଧାମ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ପୌରପରିଷଦ ଅଞ୍ଚଳର ମଞ୍ଚିନି ପାଟଣା ଠାରୁ ପୂଭୁ ଶ୍ରୀଶ୍ରୀ ଶ୍ରୀରାମଙ୍କ ଭବ୍ୟ ରଥକୁ ରମ୍ଭା ସହର ମଧ୍ୟରେ ପରିକ୍ରମା କରାଯାଇ ହଜାର ହଜାର ଶ୍ରୀରାମଙ୍କ ଭୁକ୍ତମାନେ ଜୟ ଶ୍ରୀରାମ ଧୂନିରେ କମ୍ପି ଉଠୁଥିବାବେଳେ, ରମ୍ଭା ଶ୍ରୀଶ୍ରୀ ଶ୍ରୀରାମ ମନ୍ଦିରଠାରେ ବହୁ ଆଢ଼ମ୍ବରରେ ଘଣ୍ଟା କାହାଳି, ମୁଦଙ୍ଗ, ବାଣ, ଆଦି ବଜାଇ ରମ୍ଭା ସହରର ପ୍ରତେକ ଘର ସମ୍ମୁଖରେ ପୂର୍ଣ୍ଣ କମ୍ଭୁଧୂପ ଦୀପ ଫଳ ଆଦିରେ ଜୟ ଶ୍ରୀରାମଙ୍କ ନାମରେ ସହର କମ୍ପିତ ହୋଇଉଠୁଥିବା ଦେଖାଦେଇଛି ।

May be an image of 1 person, temple and crowd

Leave a Reply

Your email address will not be published. Required fields are marked *