Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଖପ୍ରାଖୋଲ,: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ତଥା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଉତ୍ସବ ମୁଖର ହୋଇଉଠିଛି । ଗାଁ ଗାଁରେ ପୂଜା ପାଠ, ନାମ ସଙ୍କୀର୍ତ୍ତନ, ଶୋଭା ଯାତ୍ରା, କଳସ ସ୍ଥାପନ, ଦ୍ୱୀପ ଦାନ ଆଦି ଦେଖିବାକୁ ମିଳିଛି । ଏହି ଅବସରରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିବା ଦେଖାଯାଇଛି ।

May be an image of 5 people and people smiling

Leave a Reply