Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଅଧାଦିନ ଛୁଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଅଧାଦିନ ଛୁଟି


ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ପୂରା ଦେଶରେ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥାନ ଓ କେନ୍ଦ୍ରୀୟ ଉଦ୍ୟୋଗିକ ପ୍ରତିଷ୍ଠାନକୁ ଜାନୁୟାରୀ ୨୨ ଦ୍ୱିପ୍ରହର ୨.୩୦ ପର୍ଯ୍ୟନ୍ତ (ଅଧାଦିନ) ବନ୍ଦ ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏକ ଔପଚାରିକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜାନୁୟାରୀ ୨୨ରେ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ଉତ୍ସବରେ କର୍ମଚାରୀଙ୍କୁ ସାମିଲ ହେବା ପାଇଁ ଦ୍ୱିପ୍ରହର ଅଢେଇଟା ଯାଏ ଛୁଟି ଦିଆଯାଉଛି ।

Leave a Reply