Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତକୁ ଏକକସୂତ୍ରରେ ବାନ୍ଧିବ ରାମକଥା, ରାମଲୀଳା, ଶାସ୍ତ୍ରୀୟ ସଂଗୀତର ଶୃଙ୍ଖଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତକୁ ଏକକସୂତ୍ରରେ ବାନ୍ଧିବ ରାମକଥା, ରାମଲୀଳା, ଶାସ୍ତ୍ରୀୟ ସଂଗୀତର ଶୃଙ୍ଖଳା

ଲକ୍ଷ୍ନୌ: ତ୍ରେତୟାଯୁଗରେ ଅଯୋଧ୍ୟା କିଭଳି ଥିଲା, ଆମେ ଦେଖିନୁ, କିନ୍ତୁ କଳିଯୁଗର ଅଯୋଧ୍ୟା ପୂରା ଦୁନିଆ ଦେଖିବ ଏବଂ ଅଯୋଧ୍ୟାର ଆଧ୍ୟାତ୍ମ ସହିତ ସନାତନ ସଂସ୍କୃତି ଓ ପରମ୍ପରା ସହିତ ପରିଚିତ କରାଇବ । ରାମକଥା, ରାମଲୀଳା, ଶାସ୍ତ୍ରୀୟ ସଂଗୀତର ଶୃଙ୍ଖଳା ଯାହା ସମ୍ପୂର୍ଣ୍ଣ ଭାରତକୁ ଏକ ସୂତ୍ରରେ ବାନ୍ଧିବ । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂରା ଦୁନିଆ ପାଇଁ ଏକ ମିଶାଲ ହେବ । ଏହାସହିତ ଜାନୁୟାରୀ ୨୨ରେ ସାରା ଦେଶରେ ଦୀପୋତ୍ସବ ପାଳନ କରାଯିବ । ଏଠାରେ ଦୀପୋତ୍ସବ ଦୀପାବଳି ପର୍ବରୁ ପୂରା ଭିନ୍ନ ଓ ବୃହଦ ହେବ ।

Leave a Reply