Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅରୁଣାଚଳ କବିରାୟରଙ୍କ ରାମ ନାଟକମର ଗୀତ ସେୟାର କଲେ ପିଏମ ମୋଦି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅରୁଣାଚଳ କବିରାୟରଙ୍କ ରାମ ନାଟକମର ଗୀତ ସେୟାର କଲେ ପିଏମ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାୟକ ଅଶ୍ୱଥ ନାରାୟଣ କଣ୍ଠଦାନ କରିଥିବା ମହାନ କବି ଅରୁଣାଚଳ କବିରାୟରଙ୍କ ରାମ ନାଟମର ଗୀତ ସେୟାର କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଲେଖିଛନ୍ତି ଯେ, ଏହା ମହାନ କବି ଅରୁଣାଚଳ କବିରାୟରଙ୍କ ରାମ ନାଟକମର ଏକ ଗୀତର ଅଦ୍ଭୁତ ପ୍ରସ୍ତୁତି ଅଟେ ।

Leave a Reply