Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଗବାନ ରାମଙ୍କ ଅଭିଷେକ ପାଇଁ ଅଲୱରରୁ ଅଯୋଧ୍ୟା ଗଲା ୧୨୫କିଲୋ ମହୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଗବାନ ରାମଙ୍କ ଅଭିଷେକ ପାଇଁ ଅଲୱରରୁ ଅଯୋଧ୍ୟା ଗଲା ୧୨୫କିଲୋ ମହୁ


ଅଲୱର: ଅଯୋଧ୍ୟାରେ ଜାନୁୟାରୀ ୨୨ରେ ଭବ୍ୟ ରାମମନ୍ଦିରରେ ରାମଲଲା ବିରାଜମାନ ହେବାକୁ ଯାଉଛନ୍ତି । ଜାନୁୟାରୀ ୧୬ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ସମୟରେ ଅଲୱରର ମହୁରେ ଭଗବାନ ରାମଙ୍କ ଅଭିଷେକ କରାଯିବ । ୧୨୫ କିଲୋ ମହୁ ନେଇ ରଥ ଶନିବାର ଜଗନ୍ନାଥ ମନ୍ଦିରରୁ ବାହାରିଛି । ରବିବାର ଏହି ରଥ ଅଯୋଧ୍ୟାରେ ପହଂଚିବ । ବନ ମନ୍ତ୍ରୀ ସଞ୍ଜୟ ଶର୍ମା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଏହି ରଥକୁ ପତାକା ଦେଖାଇଥିଲେ । ଅଲୱରର ଏହି ମହୁରେ ଭଗବାନ ରାମଙ୍କ ଅଭିଷେକ ହେବ ।

Leave a Reply