Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଜରଙ୍ଗ ଦଳ ଓଡ଼ଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗୀର ବିଭାଗ ବୈଠକ  - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଜରଙ୍ଗ ଦଳ ଓଡ଼ଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗୀର ବିଭାଗ ବୈଠକ 

ବଲାଙ୍ଗୀର:ଶୁକ୍ରବାର ଦିନ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ବଲାଙ୍ଗିର ନଗର ସ୍ଥିତ ଯାଦବ ଭବନ ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଜରଙ୍ଗ ଦଳ କଲିକତା କ୍ଷେତ୍ର (ଓଡ଼ିଶା, ପଶ୍ଚିମ ବଙ୍ଗ,ସିକିମ୍ ଓ ଆଣ୍ଡାମାନ ନିକୋବର)ର କ୍ଷେତ୍ର ସଂଯୋଜକ ମାନନୀୟ ଶ୍ରୀ ଅମଲ ଚକ୍ରବର୍ତୀ, ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ଶ୍ରୀ ରାମଚନ୍ଦ୍ର ନାଏକ,ପ୍ରାନ୍ତ ସହ ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର ଏବଂ ବିଶ୍ୱହିନ୍ଦୁ ପରିଷଦ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ମଂଚାସୀନ ଥିଲେ । ବଜରଙ୍ଗ ଦଳ ବଲାଙ୍ଗିର ବିଭାଗର ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଟିଟିଲାଗଡ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ଟୋଲି ଓ ପ୍ରଖଣ୍ଡ ସଂଯୋଜକ ସହସଂଯୋଜକମାନେ ଉପସ୍ଥିତ ଥିଲେ ।

Leave a Reply