ବୟସ୍କମାନେ କେବେ ବି ବୋଝ ନୁହଁନ୍ତି,ସେମାନେ ସମାଜର ଦିଗ୍‌ଦର୍ଶକ

ଜଗତସିଂହପୁର- ସ୍ଥାନୀୟ ପରୁଣାଗଡସ୍ଥିତ ପ୍ରଫୁଲ୍ଲ ପାଠାଗାର ଠୋର ବରିଷ୍ଠ ନାଗରିକ ମଚା ପକ୍ଷରୁ ଏକ ଅୋଲାଚନା ଚକ୍ର ଅୋମ ବି ଦେିନ ବୁଢା ହେବା ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ଅୋଲାଚନା ଚକ୍ରେର ଅୋଲାଚ୍ୟ ବିଷୟ ସମ୍ପକର୍ରେ ସୂଚନା ଦେଇ ବୟସ୍କମୋନ ବୋଝ ବୁହଁନ୍ତି ସମାଜର ଦଗ୍‌ଦଶର୍କ ବୋଲି କହିଥେôଲ । ଏଥିେôର ମୁଖ୍ୟ ଅୋଲାଚକଭୋବ ଅବସରପ୍ରାପ୍ତ ଶିକ୍ଷକ ଘନଶ୍ୟାମ କାନୁନେଗା କହିଥେôଲ ଯେ ଆଜିର ଯୁବପିଢି ନିଜର ସୁଖ ସ୍ୱାଛନ୍ଦ୍ୟ ପାଇଁ ବୟସ୍କ ବାପାମାଆଙ୍କୁ ଅନାଦର କରୁଛନ୍ତି କହିବା ସହିତ ଏହା ସୁସ୍ଥ ସମାଜର ପରିପନ୍ଥୀ ବୋଲି ମତ ଦେଇଥେôଲ । ଅନ୍ୟତମ ଅୋଲାଚକ ଭୋବ ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟେର ୨୦୧୧ ଜନଗଣନା ଅନୁସୋର ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ୧େ୦କାଟି ୪୦ଲକ୍ଷେର ପହଂଚିଥିବା ବେଳ ଏଥିଲାଗି ସବୁସ୍ତରରେ ଆଲୋଚନା ଚକ୍ର ମାଧ୍ୟମରେ ଆଜିର ଯୁବ ସମାଜକୁ ଏଦିଗରେ ସଚେତନ କରାଇବାର ସମୟ ଆସିଛି ବୋଲି କହିଥେôଲ । ଅନ୍ୟମାନଙ୍କ ମଧ୍ୟେର ନାରାୟଣ ଚନ୍ଦ୍ର ଦାଶ, ଗଙ୍ଗାଧର ଦାଶ, ବଂଶୀଧର ଆଚାର୍ଯ୍ୟ,ରାମଚନ୍ଦ୍ର ଆଚାର୍ଯ୍ୟ, ବଂଶୀଧର ବିଶ୍ୱାଳ, ରମାକାନ୍ତ ସାମନ୍ତରାୟ, ନିମାଇଁ ଚରଣ ତ୍ରିପାଠି, ଚନ୍ଦ୍ର ଶେଖର ରାୟ, ପ୍ରତାପ କୁମାର ରାଉତରାୟ ପ୍ରମୁଖ ଆଲୋଚନାରେ ଭାଗେନଇ ବୟସ୍କମାନେ ବୟସ ଥିବା ସମୟରେ ପରିବାର ଓ ସମାଜ ପାଇଁ ଯେଉଁ ସେବା କରିଛନ୍ତି ବାଦ୍ଧର୍କ୍ୟ ସମୟରେ ସେମାନଙ୍କର ସେବାକରି ଋଣ ପରେିଶାଧ କରିବା ପ୍ରତ୍ୟେକ ପିଲାମାନଙ୍କର କର୍ତର୍ବ୍ୟ ବୋଲି ମତ ପ୍ରକାଶ କରିଥେôଲ । ଏହି ଅବସରରେ ବରିଷ୍ଠ ନାଗରିକ ସତ୍ୟବାଦୀ ଦାସଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଉଚସ୍ତରୀୟ ଓ ପୁଷ୍ପଗୁଛ ଦେଇ ତାଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅପର୍ଣ କରିଥେôଲ

Leave a Reply

Your email address will not be published. Required fields are marked *