Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଛାତ୍ରର ଶିକ୍ଷା ଜୀବନ ପାଇଁ ଓ ଜୀବନ ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ହେବା ଦରକାର: ଏଭିବିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଛାତ୍ରର ଶିକ୍ଷା ଜୀବନ ପାଇଁ ଓ ଜୀବନ ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ହେବା ଦରକାର: ଏଭିବିପି

ରାୟଗଡ : ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ଠାରେ ଚଳିତ ବର୍ଷ ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ସ୍ଥାନୀୟ ଟାଉନ ହାଲ ଠ ।ରେ ଆୟୋଜିତ ନଗର ସମ୍ମିଳନୀ କାର୍ଯ୍ୟକ୍ରମରେ ମୂଖ୍ୟ ବକ୍ତା ତଥା ଏ ବି ଭି ପି ର ସଂଗଠନ ମନ୍ତ୍ରୀ ତନ୍ମୟ ପ୍ରିୟଦର୍ଶିନୀ ପ୍ରତ୍ୟେକ ବିଦ୍ୟର୍ଥୀ ନିଜ ଶିକ୍ଷା, ଭବିଷ୍ୟତ ସହ ,ସାମାଜିକ ଜୀ୍ୱନ ଶୈଲୀ ବିଷୟ ରେ ଜାଣିବା ଆବଶ୍ୟକ ଏବଂ ପ୍ରତ୍ୟେକ ଛାତ୍ର ର ଶିକ୍ଷ । ଜୀବନ ପାଇଁ ଓ ଜୀ୍ୱନ ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ହେବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । ବିଭିନ୍ନ କଲେଜ ରୁ ୩୦୦ ରୁ ଉର୍ଦ୍ଧ୍ୱ ସଂଖ୍ୟକ ବିଦ୍ୟର୍ଥୀ ଓ ୍ୱିଦ୍ୟାର୍ଥୀନୀ ମାନେ ଏହି ନଗର ସମ୍ମିଳନୀ କାର୍ଯ୍ୟକ୍ରମ ରେ ଭାଗ ନେଇ ବକ୍ତୃତା, ସଂଗୀତ ଓ ପୋଷ୍ଟେର ତିଆରି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ର ସଭାକୁ ଜିଲ୍ଲା ପ୍ରମୁଖ ଶେଷ ସାୟୀ ସେନାପତି ଓ ନଗର ସଭାପତି ପ୍ରଫୁଲ୍ଲ ଲିମା ପରିଚାଳନା କରିଥିଲେ । ଡ଼ ପ୍ରଶାନ୍ତ ହୋତା ଏହି କାର୍ଯ୍ୟକ୍ରମ ରେ ସ୍ୱାଗତ ଭାଷଣ ତଥା ଅଟିଥି ପରିଚୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ । ଚଳିତ ବର୍ଷ ଏ ବି ଭି ପି ର ନୂତନ କାର୍ଯ୍ୟକାରୀ କମିଟି ମାନଙ୍କ ନାମ ଘୋଷଣା ସହ ଏହି କାର୍ଯ୍ୟକ୍ରମ ରେ ଶପଥ ଗ୍ରହଣ ସମାରୋହ କାରାଯାଇଥିଲା । ପ୍ରତ୍ୟେକ ୧୦ ଗୋଟି ୟୁନିଟ ରେ ସଭାପତି ଓ ସମ୍ପାଦକ ଭାବେ ୨ ଜଣଙ୍କୁ ଦାୟିତ୍ୱ ପ୍ରଦାନ କାରାଯାଇଥିଲା । ସେଭଳି ନଗର ଶାଖା ନିମନ୍ତେ ଚଳିତ ବର୍ଷ ର ନଗର ସଭାପତି ଦାୟିତ୍ୱ ଲକ୍ଷ୍ମୀ ମହାଙ୍କୁଡ଼, ନଗର ପ୍ରମୁଖ ପ୍ରଫୁଲ୍ଲ ଲିମା ଅଧ୍ୟାପଜ, ଉପ ସଭାପତି ସସ୍ମିତା ବାଉରୀ ଅଧତାପିକ ଓ ଅଧ୍ୟାପକ ପୁଣ୍ୟଶ୍ଲୋକ ସାହୁ ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ନଗର ସମ୍ପାଦକ ସାଇ ପାଣିଗ୍ରାହୀ, ନଗର ଯୁଗ୍ମ ସମ୍ପାଦକ ପୁପୁନ ରାଜୁ, ଗ୍ଧଗ୍ଦଙ୍ଖକ୍ଟ୍ର ଦେବାଶିଷ ସେନାପତି ନିରଞ୍ଜନ କିମ୍ବ ।କା, ସ୍ତୁଡେଣ୍ଟ ଫର ସେବା ତାରିଣୀ ଶବର, ଲକୀ କୁମାର କୁଣ୍ଡ, ପିଣ୍ଟୁ ଶବର, ରାଷ୍ଟ୍ରୀୟ କଳା ମଞ୍ଚ ସମ୍ବିତ ସୁର୍ଯ୍ୟ, ବିକ୍ରମ ନାୟକ ବଂଶଧାରା କଲେଜ , ପାଠ ଚକ୍ର ପ୍ରମୁଖ ହରିଶଙ୍କର କର, ଗୁରୁକୂଳ କଲେଜ ସାମାଜିକ ଗଣ ମାଧ୍ୟମ ପ୍ରମୁଖ ଜିତେନ୍ଦ୍ର ପାଣ୍ଡୁ ସାହୁ ଡମ୍ବସର । ଯୁକ୍ତ ୨ କଲେଜ, ଗଣ ମାଧ୍ୟମ ସଂଯୋଜକ ଦୀପିକା ଟାକିରି ଓ ଥାବିର ଭୋଇ ବଂଶଧାରା କଲେଜ, ବିକାଶ୍ୱ ।ର୍ଥେ ବିଦ୍ୟର୍ଥୀ ଆୟାମ ନିମନ୍ତେ ଅଶୋଜ ମଣ୍ଡଳ ଓ ଘାସୀ ନାଥ ଗମାଙ୍ଗ ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଭାଗ ପ୍ରମୁଖ ଉମା ଦାଶ, ସଂଯୋଜକ ବି ସତୀଶ କୁମାର, ସହ ସଂଯୋଜକ ଶି୍ୱ ସାହୁ, ବିଭାଗ ସଂଯୋଜକ ଏସ ଶିବାଜୀ ଓ ବି କିରଣ ପ୍ରମୁଖ ପାରିଚ ।ଳନା କରିଥିଲେ । ବିଭିନ୍ନ ରାଷ୍ଟ୍ର ପ୍ରେମ ସ୍ଲୋଗାନ ରେ ସଭା ଗୃହ ପ୍ରକମ୍ପିତ ହୋଇ ନୂତନ ସଭାପତି ଲକ୍ଷ୍ମୀ ମହାଙ୍କୁଡ଼ ଙ୍କ ଧନ୍ୟବାଦ ଅର୍ପଣ ରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave a Reply