ଆଇଚର ଗାଡି ସହ ୧୨ ଗୋରୁ ଥାନାରେ ଅଟକ

ନିଆଳି: ଗୋବିନ୍ଦପୁର ଥାନା ଅଧିନସ୍ଥ ପୋସ୍ତଳ ପଞ୍ଚାୟତ ରହମ୍ବା ଗ୍ରାମେର ଆଇଚର୍ ଗାଡି ଓଡି-୧୮େ-କ ଗାଡେିର ୧୨ଟି ଗୋରୁ ଚାଲାଣ ହେଉଥିବା ଖବର ପାଇ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ନିଆଳି ପ୍ରଚଣ୍ଡ ଦଳ ଗାଡିଟିକୁ ଅଟକ ରଖିଥେôଲ । ଗାଡିଟିକୁ ଦେଖିବା ପେର ୧୨ଟି ଗୋରୁ ଦେଖିବାକୁ ମିଳିଥିଲା । େଏନଇ ଗୋବିନ୍ଦପୁର ଥାନୋର ଖବର ଦେବା ପେର ଗୋବିନ୍ଦପୁର ଥାନା ଆଇଆଇସି ରବିନାରାୟଣ େବେହରା ଘଟଣା ସ୍ଥଳକୁ ଯାଇ ଗାଡିଟିକୁ ଜବତ କରି ଥାନାକୁ ଆଣିଥେôଲ । ଖବର ଲେଖା ହେଲା ବେଳକୁ ଗୋରୁ ଓ ଗାଡି ଥାନୋର ଅଟକ ଅଛନ୍ତି । ଏହା ପଛେର ଏକ ବିରାଟ ରୋକଟ କାର୍ଯ୍ୟ କରୁଥିବା ଜଣାପଡିଛି । ଗାଡି ଅଟକ ରଖିଥିବା ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମୋନ େହେଲ ରୋଜନ୍ଦ୍ର ପ୍ରଧାନ, ସୁଜିତ୍ ଜେନା, ପ୍ରିୟ ରଞ୍ଜନ ସାମନ୍ତରାୟ, ମୃତ୍ୟୁଞ୍ଜୟ ପାତ୍ର, ବିଶ୍ୱଜିତ୍ ଜେନା, ରଞ୍ଜିତ୍ ସାମଲ, ରାଜା ସାମଲ, ଦିପକ ସାମଲ, ସନ୍ଦିପ ସେଠୀ, ବେିନାଦ ନାଏକ, ଅୋଲାକ ନାଏକ, ବିଜୟ ସାମଲ ଓ ଅନ୍ୟାନ୍ୟ କମର୍କର୍ତ୍ତାମୋନ ସାମିଲ୍ ଥେôଲ ।

Leave a Reply

Your email address will not be published. Required fields are marked *