Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ବୋଝେଇ ଟ୍ରକ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ବୋଝେଇ ଟ୍ରକ ଜବତ

ଭୁବନେଶ୍ୱର:ରାଜ୍ୟରେ ମାତିଛନ୍ତି ଗୋ-ମାଫିଆ । କେତେବେଳେ ଗୋରୁ ଚାଲାଣ ତ କେତେବେଳେ ଗୋମାଂସ ଚାଲାଣ ଘଟଣା ସମ୍ନାକୁ ଆସିଛି । ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ଇଚ୍ଛାପୁର ଛକ ଠାରେ ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଗୋମାଂସ ବୋଝେଇ ଟ୍ରକ ଜବତ କରିଛି ପୋଲିସ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଟ୍ରକରେ ୧୫ଟନରୁ ଅଧିକ ଗୋମାଂସ ଥିବା ସୂଚନା ମିଳିଛି । ଏହି ଗୋମାଂସ ବୋଝେଇ ଟ୍ରକ ତିଗିରିଆରୁ ମହାରାଷ୍ଟ୍ର ଯାଉଥିଲା । ତେବୋ ଢେଙ୍କାନାଳ ପୋଲିସ ଓ ଆଠଗଡ ପୋଲିସ ମିଳିତ ଭାବେ ଗୋଟିଏ ଟ୍ରକ ଜବତ କରିଥିବା ବେଳେ ଅନ୍ୟ ଏକ ଟ୍ରକ ଫେରାର ହୋଇଯାଇଥିବା ସୂଚନା ମିଳିଛି

Leave a Reply