Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ପକ୍ଷରୁ ରେଭେନ୍ସାରେ ହେଲପ୍ ଡେସ୍କ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ପକ୍ଷରୁ ରେଭେନ୍ସାରେ ହେଲପ୍ ଡେସ୍କ

କଟକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଆରମ୍ଭ ହୋଇଥିବାରୁ ହେଲପ୍ ଡେସ୍କ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଶ୍ୟାମସୁନ୍ଦର ସାହୁ, କ୍ୟାମ୍ପସ୍ ୟୁନିଟ ସଭାପତି ସାଇସାଗର, ଦେବ୍ରବତ ବେହେରା, ରାଜକୁମାର ପରିଡା, ସିପକ ଜେନା, ମନୋରଂଜନ, ଜିଲ୍ଲା ସଂଗଠନ ସଂପାଦକ ଦେବାଶିଷ ଦାଶ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।

Leave a Reply