Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍ଆଇଏ ହାତରେ ୧୦୦ରୁ ଉର୍ଦ୍ଧ୍ୱ ଆଇଏସ୍ଆଇ ଏଜେଣ୍ଟଙ୍କ ତାଲିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍ଆଇଏ ହାତରେ ୧୦୦ରୁ ଉର୍ଦ୍ଧ୍ୱ ଆଇଏସ୍ଆଇ ଏଜେଣ୍ଟଙ୍କ ତାଲିକା

ଭୁବନେଶ୍ୱର: ଓଟିପିସେୟାରିଂରେ ପାକିସ୍ତାନ ଅ ।ତଙ୍କୀ ଲିଙ୍କ ପଦାକୁଅ ।ସିବା ପରେ ଏବେ ଜାତୀୟ ତଦନ୍ତକାରୀସଂସ୍ଥାକୁ ଅ ।ଇଏସଅ ।ଇ ଏଜେଣ୍ଟଙ୍କ ତାଲିକାମଳିଛି । ଜେରାବେଳେ ଟଙ୍କା ପଠାଇଥିବା ପାକିସ୍ତାନୀଏଜେଣ୍ଟଙ୍କ ନା କହିଛି ଅଭିଜିତ । ୧୦୦ରୁ ଅଧିକଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ଅଭିଜିତ । ସମସ୍ତଏଜେଣ୍ଟ ପାକିସ୍ତାନ ବର୍ଡର ଏରିଅ । ଗୁଜୁରାଟ,ରାଜସ୍ଥାନ, ପଞ୍ଜବ ଓ ଜାମ୍ମୁକାଶ୍ମୀର ଅଞ୍ଚଳର ବୋଲିଜଣାପଡ଼ିଛି । ଗତକାଲି ମିଳିତ ଭାବେ ଜେରା କରିଥିଲାଏନ୍ଆଇଏ, ଏଟିଏସ୍ ଓ ଏସ୍ଟିଏଫ । ।ଅ ।ଇଏସଅ ।ଇ ଏଜେଣ୍ଟଙ୍କ ସହ ଟଙ୍କା ଟ୍ରାନଜେକ୍ସନଡିଟେଲସ ନେଇ ମୁମ୍ବାଇ ଫେରିଛି ଏନ୍ଆଇଏ ଓଏଟିଏସ୍ । ଅ ।ଜି ରିମାଣ୍ଡର ଶେଷ ଦିନରେଏସଟିଏଫ ମାରାଥନ ଜେରା କରିଛି । ରିମାଣ୍ଡରେମିଳିଥିବା ତଥ୍ୟକୁ ଅ ।ନାଲିସିସ କରୁଛି ଏସ୍ଟିଏଫ୍ ।ଅ ।ନାଲିସିସ ପରେ ଦ୍ୱିତୀୟ ପଯ୍ୟାୟରେ ରିମାଣ୍ଡ ପାଇଁଅ ।ବେଦନ କରିବ ଏସ୍ଟିଏଫ୍ ।ଗତକାଲି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବୁରେକୁଏନ୍ଅ ।ଇଏର ୩ଜଣିଅ । ଟିମ୍ ୬ଘଣ୍ଟା ଧରି ଜେରକରିଥିଲେୟ ହନିଟ୍ରାପ୍ ଏବଂ ଅ ।ତଙ୍କବାଦୀ ଫଣ୍ଡିଂ ସମ୍ପର୍କରେ ପଚରାଉଚରା କରିଥିଲା ଏନ୍ଅ ।ଇଏୟ ପଚରାଉଚରା ବେଳେ ଅଭିଜିତ ଠାରୁ ହନିଟ୍ରାପ୍ ସମ୍ପର୍କରେ ଏକାଧିକ ତଥ୍ୟ ହାସଲ କରିଛି ଟିମ୍ । ସେ ରାଜସ୍ଥାନରେ ଗିରଫ ହୋଇଥିବା ପାକିସ୍ତାନ ଗୁପ୍ତଚର ନୁର୍ ଫତିମାଙ୍କ ଲିଙ୍କ୍ରେ ଥିଲେ । ଫତିମା ରାଜସ୍ଥାନରେ ଥିବା ଅ ।ର୍ମି ଅଫିସର ଏବଂ ଅନ୍ୟ ଅଧିକାରୀଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ପରେ ତାଙ୍କ ସହ ମିଶି ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ପାକିସ୍ତାନକୁ ପଠାଉଥିଲେ । ଯେଉଁଥି ପାଇଁ ଅଭିଜିତ ଫତିମାକୁ ଚିହ୍ନି୍ଥଲେୟ ପାକିସ୍ତାନ ଗୁଇନ୍ଦା ଅଧିକାରୀଅବଦୁଲ ହମିଦ ମାଧ୍ୟମରେ ଫତିମାକୁ ଚିହ୍ନଥିଲେ । ଅବଦୁଲ ହମିଦ ମାଧ୍ୟମରେ ଫତିମାକୁ ଚିହ୍ନଥିଲେ ।ପରେ ଫତିମାର ଅ ।କାଉଣ୍ଟକୁ ମଧ୍ୟ ଅଭିଜିô ଟଙ୍କାପଠାଇଛି । ଫତିମାକୁ ପୂର୍ବରୁ ନୟାଗଡ଼ରୁ ଗିରଫହୋଇଥିବା ପଠାଣି ସାମନ୍ତ ତାଙ୍କ ଲିଙ୍କ୍ରେ ଥିବାଏନ୍ଅ ।ଇଏ ପଚରାଉଚରା ବେଳେଜାଣିବାକୁ ପାଇଛି । ପଠାଣି ସାମନ୍ତଓଡ଼ିଶାରୁ ବିଭିନ୍ନ ମନ୍ଦିର, ସେନା କ୍ୟାମ୍ପଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋଭିଡିଓ କରି ପଶ୍ଚିମବଙ୍ଗର ଗୁଡୁ ମୁସ୍ଲିମ୍ଏବଂ ଫିତିମା ନିକଟକୁ ପଠାଉଥିଲେ ।ଫଳରେ ଫତିମା ଏବଂ ଗୁଡୁ ଏହି ସବୁତଥ୍ୟକୁ ପାକିସ୍ତାନ ଗୁଇନ୍ଦା ଅଧିକାରୀଅବଦୁଲ ହମିଦକୁ ପଠାଉଥିଲେ ।ସୋମବାର ଗଣମାଧ୍ୟମ ଅ ।ଗରେ ମୁହଁ ଖୋଲିଥିଲେ ଅଭିଯୁକ୍ତ ଅଭିଜିତ ସଞ୍ଜୟ । ସେ କହିଥିଲା ଯେ, ସେ ନିଦେ୍ର୍ଦାଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିଲା । ମୋତେ ଫସାଇ ଦିଅ ।ଯାଇଛି । ଅପରପକ୍ଷେ ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ୱୀକାର କରିଛନ୍ତି । ପାକିସ୍ତାନୀ ଶିକ୍ଷକ ମୋତେଫସାଇଦେଇଛନ୍ତି । ଅଭିଯୁକ୍ତ କେତେକ ସତ କହୁଛିତାହା ଧରିବା ପାଇଁ ଏନ୍ଅ ।ଇଏ ପଚରାଉରାକରିଥିଲା । ଅନ୍ୟପଟେ ପାକିସ୍ତାନର ସିନିଅରଇଣ୍ଟେଲିଜେନ୍ସ ଅଫିସର ହମିଦ ଓରଫ ଖୁରାମଦେଉଥିବା ୟୁପିଅ ।ଇରେ ଟଙ୍କା ପଠାଉଥିଲେଅଭିଜିତ । ଡାନିସ ଓ ଖୁରାମଙ୍କୁ ସେ ଜାଣି ନ ଥିବାକି ଅ ।ଇଏସ୍ଅ ।ଇ ଏଜେଣ୍ଟଙ୍କ ସହ କଥାହୋଇନଥିବା କହିଛି । ଅଭିଜିତ ୫ଟି ନମ୍ୱରଭିତରୁ ୩ଟି ନମ୍ୱରରେ ପାକିସ୍ତାନ ଏଜେଣ୍ଟଙ୍କସହ କଥା ହେଉଥିବା ପ୍ରମାଣ ମିଳିଛି ।ମୁମ୍ୱଇରେ ଥିବା ବ୍ୟାଙ୍କ ଅ ।କାଉଣ୍ଟବିବରଣୀ ମାଗିବ ଏସଟିଏଫ । କେଉଁ ସବୁଅ ।କାଉଣ୍ଟରୁ କେତେ ଟଙ୍କା ଅ ।ସିଛି ତାହାଜାଣିବା ପାଇଁ ·ହୁଁଛି ଏସଟିଏଫ୍ । ଅଭିଜିତଟଙ୍କା ପଠାଇଥିବା ଏଜେଣ୍ଟଙ୍କ ଅ ।କାଉଣ୍ଟକୁ ଫ୍ରିଜ୍କରିବ ।

Leave a Reply