Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବ୍ୟାପକ ହିଂସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବ୍ୟାପକ ହିଂସା

କୋଲକାତା: ଜୁଲାଇ ୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଦିନକୁ ଦିନ ପୂରା ରାଜ୍ୟ ଅଶାନ୍ତ ହୋଇ ପଡ଼ୁଥିବାରୁ କୋଲକାତା ହାଇକୋର୍ଟ ବଡ଼ ନିଦେ୍ର୍ଦଶ ଦେଇଛନ୍ତି । ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ବା ସେଣ୍ଟ୍ରାଲ ଫୋର୍ସକୁ ମୁତୟନ କରିବାକୁ କୋର୍ଟ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ କୋର୍ଟଙ୍କ ନିଦେ୍ର୍ଦଶକୁ ନିର୍ବାଚନ ଅଧିକାରୀ କାର୍ଯ୍ୟକାରୀ କରିବେ । ଗୁରୁବାର ଦକ୍ଷିଣ ୨୪ ପ୍ରଗଣା ଓ ବୀରଭୂମିରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା ।

Leave a Reply