Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୨ଘଣ୍ଟାରେ ୨ହଜାର ଯୋଡାଙ୍କ ବିବାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୨ଘଣ୍ଟାରେ ୨ହଜାର ଯୋଡାଙ୍କ ବିବାହ

ଜୟପୁର ଜଣେ କି ଦୁଇ ଦମ୍ପତ୍ତି ନୁହଁନ୍ତି ୨ହଜାରରୁ ଅଧିକ ଦମ୍ପତ୍ତି ଏକାଠି କରିଥିବା ବିବାହ ଏବେ ବିଶ୍ୱ ରେକର୍ଡରେ ସାମିଲ ହୋଇଛି । ରାଜସ୍ଥାନର ବରନ ଠାରେ ଅନୁଷ୍ଠିତ ଏହି ବଡ଼ ସାମୂହିକ ବିବାହରେ ୨ହଜାରରୁ ଅଧିକ ଯୋଡା ବିବାହ କରିଥିଲେ । ସମସ୍ତଙ୍କ ବିବାହ କାର୍ଯ୍ୟ କେବଳ ୧୨ଘଣ୍ଟା ଭିତରେ ସମ୍ପନ୍ନ ହୋଇଥିଲା । ମେ’ ୨୬ରେ ଏହି ସମାରୋହ ହୋଇଥିଲା ବେଳେ ରବିବାର ଦିନ ବିଶ୍ୱ ରେକର୍ଡରେ ସାମିଲ ହୋଇଥିବା ବିଷୟ ଘୋଷଣା କରାଯାଇଛି । ୨୦୧୩ ମସିହାରେ ୟେମେନ ଠାରେ ୨୪ଘଣ୍ଟାରେ ଗୋଟିଏ ସ୍ଥାନରେ ୯୬୩ ଦମ୍ପତ୍ତି ବିବାହ କରିଥିଲେ । ସେ ରେକର୍ଡକୁ ଏବେ ରାଜସ୍ଥାନର ସାମୂହିକ ବିବାହ ଭାଙ୍ଗି ଦେଇଛି । ଶ୍ରୀମହାବୀର ଗୋଶାଳା କଲ୍ୟାଣ ସଂସ୍ଥାନ ପକ୍ଷରୁ ଏହି ସାମୂହିକ ବିବାହର ଆୟୋଜନ କରାଯାଇଥିଲା । ମୋଟ ୨୪୧୩ ଦମ୍ପତ୍ତି ସେଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Leave a Reply