Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲା । ଆକ୍ସନରେ ଏନ୍ଆଇଏ ( ଜାତୀୟ ତଦନ୍ତକାରୀ ସଂସ୍ଥା ) । ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ ·ଲିଛି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଆତଙ୍କାବାଦୀ ଫଣ୍ଡିଂ ମାମଲାରେ ଆକ୍ସନକୁ ଆସିଛି ଏନ୍ଆଇଏ । ସୋମବାର ସକାଳୁ ସକାଳୁ ଜମ୍ମୁକାଶ୍ମୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଏନ୍ଆଇଏ । ପୁଲୱାମା ଓ ସୋପିଆନ୍ର ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଏନ୍ଆଇଏ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ସୂଚନା । ସେହିପରି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଜାମ୍ମ-କାଶ୍ମୀର ବିଭିତ୍ତ ସ୍ଥାନରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏପିରିକି କିଛି ଲୋକଙ୍କୁ ମଧ୍ୟ ଗିରଫ କରିଥିଲା ଏନ୍ଆଇଏ । ତେବେ ଏହି ମାମଲାର ଚେର କେଉଁ ଯାଏଁ ଲମ୍ବିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ଏନ୍ଆଇଏ ।

Leave a Reply