ଉତ୍କଳୀୟ ଗୋ-ପ୍ରଜାତିର ସୁରକ୍ଷା ଏବେ ଚିନ୍ତାର କାରଣ

ଭଞ୍ଜନଗର: ଓଡିଶାରେ ୪ପ୍ରକାର ସ୍ୱଦେଶୀ ଜାତୀୟ ମାନ୍ୟତା ପ୍ରାପ୍ତ ଉକôଳୀୟ ଗୋବଂଶ ଘୁମୁସରରେ ବର୍ତମାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଓ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ଘୁମୁସରୀ, ମାଲକାନଗିରି ଜିଲ୍ଲାର ମୋଟୁ, ନୂଆପଡା ଜିଲ୍ଲାରେ ଖରିଆର ଓ ଯାଜପୁର ଜିଲ୍ଲାରେ ବିଞ୍ଜଓରପୁରୀ ଗୋ ପ୍ରଜାତୀକୁ ବିଗତ ୨୦୧୦ ମସିହାରେ ଏପ୍ରିଲ ୧୨ରେ ଭାରତ ସରକାରଙ୍କ ଜାତୀୟ ପଶୁ ଅନୁବଂଶୀୟ ସମ୍ବଳ କେନ୍ଦ୍ର, କର୍ଣାଳ, ହରିୟଣା ଦ୍ୱାରା ଜାତୀୟ ମାନ୍ୟତା ପ୍ରାପ୍ତ ହାସଲ କରିଅଛି ଓ ଭାରତ ସରକାର ଓ ଓଡିଶା ରାଜ୍ୟ ସରକାର ଦୁଇଥର ୧୯ତମ ପଶୁ ଗଣନାରେ ଗଞ୍ଜାମ ଜିଲ୍ଲାରେ ୭ଲକ୍ଷ ଗାଈଗୋରୁ ଥିବାବେଳେ ଓ ୨୦ତମ ପଶୁ ଗଣନାରେ ତାହା ୪ଲକ୍ଷକୁ ହ୍ରାସ ପାଇଅଛି । ଯାହା ଜିଲ୍ଲା ଅଞ୍ଚଳ ପରିବେଶ ପାଇଁ ପ୍ରତିକୂଳ,ଆଜି ସୁଧା ଜାତୀୟ ମାନ୍ୟତା ପ୍ରାପ୍ତ ସ୍ୱଦେଶୀ ଗୋବଂଶ ଗୁଡିକର ସ୍ୱତନ୍ତ୍ର ଗଣନା ହୋଇ ନଓହିଁ ବରଂ କ୍ଷୀର ଉତ୍ପାଦନ ନିମିତ ଦେଶର ଅନ୍ୟ ସ୍ୱଦେଶୀ ଦୁଗ୍ଧଳିୟା ଗୋପ୍ରଜାତିର ବିହନ ଏଆଇ ବା କୁତ୍ରିମ ପ୍ରଜନନ ପ୍ରୟୋଗ କରାଯାଇ ରାଜ୍ୟରେ ଘୋଷିତ ଗୋବଂଶ ଗୁଡିକର ସମ୍ପୂର୍ଣ ନଷ୍ଟ କରାଯାଊ ଅଛି ଯାହାର ସଂରକ୍ଷଣ ସମସ୍ତ ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି କରିବା ସହ ବର୍ତମାନ ରାଜ୍ୟରେ ଘୋଷିତ ଗୋଧନ କେତେ ଅଛି ବିଭାଗ କହିବା କଷ୍ଟକର ଓ ଦୁଧିଅଓଳି ବା ଜର୍ସି ଗାଈଗୁଡିକ ଆମ ଜଳବାଯୁ ସରଣ କ୍ଷମତା କମ ଓ ବ୍ୟୟ ବହୁଳ ଯାହା ଓଡିଶା ଗରିବ ରାଜ୍ୟର କୃଷକ ମାନେ ପାଳିବା ବଡ କଷ୍ଟକର କୌଣସି ବଶତ ଏହି ଗାଈର ମୃତ ହୁଏ ଚାଷୀ ରୁଣ ଭାର ହୋଇ ଅତ୍ମାହତ୍ୟା କରିବାକୁ ବାଧ୍ୟ ହୁଏ ଓ ଏହି ଗାଈ ଦମ୍ବୁଡଓଟିଏ ଜନ୍ମ କରେ ଯାହା ହଳ ଉପଯୋଗୀ ନଥିବା କାରଣରୁ ଚାଷୀ ସମାଜ ପାଇଁ ବୋଝ ହୋଇ ଥାଏ ଓ ହିନ୍ଦୀ ରେ କୁହାଯାଇ ଅଛି ଯୋ ଦିଖତା, ବୋ ବିକ୍ତା ହେ ଅର୍ଥାତ ସବୁଜ ବିପ୍ଲବ ଖାଦ୍ୟ ନିରାପତା ଯୋଜନା ଲାଗୁ ହେଲା ଅପରେସନ ଫ୍ଲୂଡ ଯୋଜନା ମାଧ୍ୟମରେ ସର୍ବତ୍ର ଅଧିକ କ୍ଷୀର ଦେଉଥିବା ଗାଈ ସୃଷ୍ଟି କରାଯାଇ ଦୁଗ୍ଧଳିୟା ଗୋପ୍ରଜାତିର ବଂଶର ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ଅଛି ।

Leave a Reply

Your email address will not be published. Required fields are marked *