ମହର୍ଷି ଦୟାନନ୍ଦଙ୍କ ୨୦୦ତମ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ଗଠିତ

ଭୁବନେଶ୍ୱର : ଭାରତବର୍ଷର ମହାନ ସମାଜ ସଂସ୍କାରକ, ସ୍ୱାଧୀନତାର ପ୍ରଥମ ଉଦ୍ଘୋଷକ, ବେଦ ଉଦ୍ଧାରକ ତଥା ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟ”ୀକୁ ରାଜ୍ୟସ୍ତରରେ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳନ କରିବା ପାଇଁ ବେଦ ଓ ଦୟାନନ୍ଦଙ୍କ ପ୍ରତି ଶ୍ରଦ୍ଧା ପ୍ରକଟ କରୁଥିବା ସବୁ ମତବାଦର ସାଧୁ, ସନ୍ନ୍ୟାସୀ, ବିଦ୍ୱାନ, ସାମାଜିକ ସଂଗଠକ ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଏହି କମିଟିର ଅଧ୍ୟକ୍ଷ ଥିବାବେଳେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକାରୀ ସଭାପତି, ଡଃ ବଦ୍ରୀନାଥ ପଟ୍ଟନାୟକ ଉପସଭାପତି, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ସଂଯୋଜକ ଓ ଆନନ୍ଦ ବ୍ରହ୍ମ·ରୀ କୋଷାଧ୍ୟକ୍ଷ ରହିଛ”ି । ସାଧାରଣ ସମ୍ପାଦକ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ରହିଥିବା ବେଳେ ସଂଗଠନ ସମ୍ପାଦକ ଭାବେ ସୀତାବଲ୍ଲଭ ମହାପାତ୍ର, ମିଡ଼ିଆ ଦାୟିତ୍ୱରେ ବରୁଣ ରାଜ ରହିଛ”ି । ଏହି ରାଜ୍ୟସ୍ତରୀୟ କମିଟିର ସଦସ୍ୟ ଭାବେ ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମୀ ମୁକ୍ତାନନ୍ଦ, ସ୍ୱାମୀ ସୋମବେଶ, ସ୍ୱାମୀ ଅଶୋକାନନ୍ଦ, ସ୍ୱାମୀ ବିରସାନନ୍ଦ, ବାବା ସତ୍ୟାନନ୍ଦ, ଆ·ର୍ଯ୍ୟ ଧର୍ମରାଜ, ଆ·ର୍ଯ୍ୟ ହରିଭାଇ ଆର୍ଯ୍ୟାନ, ବାବା ବାଳକାନନ୍ଦ, କମଲ ଅଗ୍ରୱାଲ, ଡଃ ହରେକୃଷ୍ଣ ଶତପଥି, ପ୍ରଫେସର ସତ୍ୟନାରାୟଣ ଆ·ର୍ଯ୍ୟ, ନ୍ୟାୟମୂର୍ତ୍ତି ମନୋରନ ମହା”ି, ପୂର୍ବତନ ଜିଲ୍ଲା ଜଜ୍ ରତିକା” ମହାପାତ୍ର, ପୂର୍ବତନ ସିବିଆଇ ଜଜ୍ ସୟ ପଣ୍ଡା, ଡଃ ଶ୍ରୀକା” ମିଶ୍ର, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପାରେଶ୍ୱର ଖଣ୍ଡାୟତରାୟ, ମନୋଜ ରଥ, ମୁନା ତ୍ରିପାଠୀ, ରବୀନ୍ଦ୍ର ଲେଙ୍କା, ଜୀବନ ମହାପାତ୍ର, ପୁଷ୍ପରାଜ ପ୍ରଧାନ, ପ୍ରଦୁ୍ୟମ୍ନ ଶତପଥୀ, ଆ·ର୍ଯ୍ୟ ସୁରେନ୍ଦ୍ର କୁମାର ଉପାଧ୍ୟାୟ, ଜିତେନ୍ଦ୍ର ମହାପାତ୍ର, ଶ୍ରୀମତୀ ସ୍ୱରୂପା ତ୍ରିପାଠୀ, ସୁଶ୍ରୀ ପ୍ରଜ୍ଞା ରାଉତ, ଡଃ ମନୋଜ ଲେଙ୍କା, ଶ୍ରୀମତୀ ନିବେଦିତା ଭ, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ, ଡାକ୍ତର ବିମୋଦ ପ୍ରଜ୍ଞା ତ୍ରିପାଠୀ, ଅନ” ପ୍ରଭାର ସମ୍ପାଦକ ବାବା ମନୋଜ ଦାସ, ଡଃ ଶୀଳଭଦ୍ର ଶାସ୍ତ୍ରୀ, ଗାୟକ ସୁରେନ୍ଦ୍ର କୁମାର ଛୋଟରାୟ, ଗାୟକ ମଦନ ମୋହନ ଜେନା, ଡଃ ସୌରେନ୍ଦ୍ର ମହାପାତ୍ର, ଡଃ ଉମାକା” ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ, ରାମଚନ୍ଦ୍ର ସାହୁ, ଅଶୋକ ଅଗ୍ରୱାଲ, ରଘୁନାଥ ନାୟକ, ଡଃ ଯୁଧିଷ୍ଠିର ଖଟୁଆ, ଡଃ ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ଡଃ କନକ ମରୀ ମିଶ୍ର, ଅନ୍ନଦା ପଟ୍ଟନାୟକ, ଡଃ ସଂଘମିତ୍ରା ମିଶ୍ର, ଇଂ ବିବେକାନନ୍ଦ ପାତ୍ର ପ୍ରମୁଖ ରହିଛ”ି । ଖୁବ୍ ଶୀଘ୍ର ପ୍ରସ୍ତୁତି ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବୋଲି ଡଃ ଜ୍ଞାନେନ୍ଦ୍ର ସୂଚନା ଦେଇଛ”ି ।

Leave a Reply

Your email address will not be published. Required fields are marked *