Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରୋର ଆଉ ଏକ ସଫଳତା -ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରୋର ଆଉ ଏକ ସଫଳତା -ଏକା ଥରକେ ମହାକାଶକୁ ପଠାଇଲା ୩୬ଟି ଉପଗ୍ରହ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ-ଇସ୍ରୋକୁ ଆଉ ଏକ ସଫଳତା ମିଳିଛି । ଏକା ଥରକେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଆଜି ସକାଳ ୯ଟା ସମୟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏଲଭିଏମ୩-ଏମ୩ରୁ ରକେଟ ଜରିଆରେ ଏହି ଉତକ୍ଷେପଣ ହୋଇଛି । ‘ୱାନ ୱେବ୍ ଇଣ୍ଡିଆ -୨’ ମିଶନ ଅଧୀନରେ ଉତକ୍ଷେପଣ ହୋଇଥିବା ଏହି ରକେଟର ଲମ୍ବ ୪୩.୫ ମିଟରଓ ଓଜନ ୬୪୩ ଟନ୍? । ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୩ରେ ଇସ୍ରୋ ଏକା ଥରକେ ୩୬ଟି ଉପଗ୍ରହ ସଫଳତାର ସହ ଉତକ୍ଷେପଣ କରିଥିଲା ।

Leave a Reply