Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନର ଟିକ୍ ଟକ୍ ଆପ୍କୁ ବ୍ୟାନ କଲା ୟୁରୋପିୟନ ୟୁନିୟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନର ଟିକ୍ ଟକ୍ ଆପ୍କୁ ବ୍ୟାନ କଲା ୟୁରୋପିୟନ ୟୁନିୟନ

ନୂଆଦିଲ୍ଲୀ: ଭାରତ ପରେ ଚୀନର ଶର୍ଟ ଭିଡିଓ ଆପ୍ ‘ଟିକ୍ ଟକ୍’କୁ ବ୍ୟାନ୍ କଲା ୟୁରୋପିୟନ ୟୁନିୟନ(ଇୟୁ) କମିଶନ । ଗୁରୁବାର ଇୟୁ ଏହି ବ୍ୟାନ୍ ଲଗାଇଛି । କର୍ପୋରେଟ୍ ଫୋନ୍ରେ ଟିକ୍ଟକ୍କୁ ବ୍ୟବହାର କରିବାକୁ ବ୍ୟାନ୍ କରିଛି ଇୟୁ । ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଦେ୍ର୍ଦଶ ଦିଆଯାଇଛି ବୋଲି ୟୁରୋପିୟ ୟୁନିୟନ ଉଦ୍ୟୋଗ ମୁଖ୍ୟ ଥିଏରୀ ବ୍ରେଟୋନ୍ ସୂଚନା ଦେଇଛନ୍ତି ।

Leave a Reply