Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଙ୍ଗାଳ ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଝଟକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଙ୍ଗାଳ ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଝଟକା

ଋଣ ପ୍ରଦାନ ଉପରେ ରୋକ ଲଗାଇଲା ବିଶ୍ୱ ବ୍ୟାଙ୍କ
ପାକିସ୍ତାନ : କାଙ୍ଗାଳ ସ୍ଥିତିକୁ ଚାଲି ଆସିଥିବା ପାକିସ୍ତାନକୁ ବିଶ୍ୱ ବ୍ୟାଙ୍କ ଝଟକା ଦେଇଛି । ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଦେବାକୁ ଥିବା ଋଣକୁ ବର୍ତ୍ତମାନ ଅଟକାଇ ଦେଇଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ପାକିସ୍ତାନକୁ ଦିଆଯିବାକୁ ଥିବା ୧.୧ ବିଲିୟନ ଡଲାରର ଋଣକୁ ବିଳମ୍ବିତ କରାଯାଇଛି । ଆସନ୍ତା ଆର୍ଥôକ ବର୍ଷ ଆରମ୍ଭ ନ ହେବା ଯାଏ ବିଶ୍ୱବ୍ୟାଙ୍କ ଋଣ ଦେବାକୁ ମନା କରି ଦେଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ସେହିପରି ବନ୍ୟା ଯୋଗୁ ପାକିସ୍ତାନ ଆମଦାନୀ ହେଉଥିବା ଜିନିଷ ଉପରେ ଅତିରିକ୍ତ ଟିକସ ଲଗାଉଥିବାରୁ ଏହାକୁ ବିଶ୍ୱବ୍ୟାଙ୍କ ବିରୋଧ କରିଛି ।

Leave a Reply