Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2023 - Page 57 of 247 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ୍ୟୁଜ କ୍ଲିକକୁ ବିଦେଶୀ ଫଣ୍ଡି ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ

ନୂଆଦିଲ୍ଲୀ : ନ୍ୟୁଜ୍ କ୍ଲିକକୁ ବିଦେଶୀ ଫଣ୍ଡି ମାମଲାରେ ଦିଲ୍ଲୀ ପୋଲିସର ଆକ୍ସନ । ନ୍ୟୁଜ କ୍ଲିକ ୱେବସାଇଟ ସହ ଜଡିତ…

जयपुर – तुष्टिकरण के खिलाफ बड़ी चौपड़ पर सामाजिक एकजुटता का महाप्रदर्शन

जयपुर. दुर्घटना को सांप्रदायिक रंग देने और असामाजिक तत्वों द्वारा चारदीवारी के बाजारों में लूटपाट के…

କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ‘ରସାବଳି’କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ଆବେଦନ ପତ୍ରର ତର୍ଜମା କରିବା ସହ ‘ରସାବଳି’ର…

ଜାଭେଲିନ ଥ୍ରୋ’ରେ ଅନୁ ରାଣୀଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତଙ୍କର ଜୟଯାତ୍ରା ଅବ୍ୟାହତ ରହିଛି ।…

ପଦକ ହାସଲ କଲେ ଅର୍ଜୁନ-ସୁନୀଲ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ପ୍ରଥମ ପଦକ ଭାବରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ପୁରୁଷ ୧୦୦୦…

ବକ୍ସିଂ ରେ ସଫଳତା ଆଣିଲେ ପ୍ରୀତି ପୱାର

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାରତର ଜଲୱା ଜାରି ରହିଛି । ଏସୀୟ କ୍ରୀଡ଼ାରେ ଦଶମ…

ମହିଳା ୫୦୦୦ ମିଟର ରେସିଂରେ ପାରୁଲ ଚୌଧରୀ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ବର୍ଷର ଏସୀୟ କ୍ରୀଡ଼ାର ଦଶମ ଦିନରେ ଭାରତୀୟ କ୍ରୀଡ଼ାବିତମାନେ ଖୁସି ଆଣିଛନ୍ତି । ମହିଳା…

ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ

ମୁମ୍ବାଇ : ଏସିଆନ ଗେମ୍ସ କ୍ରିକେଟ୍‌ରେ ଭାରତୀୟ ଟିମ୍‌ର ଦମ୍‌ଦାର ବିଜୟ । ୨୩ ରନ୍‌ରେ ନେପାଳ ଟିମ୍ ମାତ୍ ଦେଲା…

ବନ୍ତ ଶିଶୁମନ୍ଦିରର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଭଦ୍ରକ: ଏହି ଜିଲାର ବନ୍ତ ଶିଶୁ ମନ୍ଦିର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ…

ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗିରଫ

ଇମ୍ଫାଲ :ମଣିପୁରରେ ଦୁଇଜଣ ଛାତ୍ରଛାତ୍ରୀଙ୍କୁହତ୍ୟା ଘଟଣାରେ ସିବିଆଇ ଆକ୍ସନନେଇଛି । ୬ ଜଣଙ୍କୁ ଗିରଫ କରିଛିଜାତୀୟ ଯାଞ୍ଚ ଏଜେନ୍ସି । ତେବେଅଭିଯୁକ୍‌ତଙ୍କ…