Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୬ ୟୁଟୁ୍ୟବ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୬ ୟୁଟୁ୍ୟବ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥନ ଭାବନାକୁ ବଢାଉଥିବା ୬ ୟୁଟ୍ୟୁବ ଚ୍ୟାନେଲ ଗୁଡିକୁ ସରକାରଙ୍କ ନିଦେ୍ର୍ଦଶ ପରେ ମାର୍ଚ୍ଚ ୧୦ ତାରିଖ ଦିନ ବ୍ଲକ୍ କରି ଦିଆଯାଇଛି । ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବା ଚନ୍ଦ୍ରା କହିଛନ୍ତି ଯେ ଗତ ୧୦ ଦିନରେ ବିଦେଶରୁ ପରିଚାଳିତ ଛଅରୁ ଆଠ ୟୁଟୁ୍ୟବ ଚ୍ୟାନେଲକୁ ବ୍ଲକ କରି ଦିଆଯାଇଛି । ପଞ୍ଜାବୀ ଭାଷାରେ ଭିଡିଓ କଂଟେଟ କରୁଥିବା ଚ୍ୟାନେଲ ସୀମାବର୍ତୀ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରୁଥିଲେ ।

Leave a Reply