Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧ଠ୮ ବାଲ୍ ହନୁମାନଙ୍କ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧ଠ୮ ବାଲ୍ ହନୁମାନଙ୍କ ଶୋଭାଯାତ୍ରା

ରଙ୍ଗେଇଲୁଣ୍ଡା : ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ କନିଷି ଗ୍ରାମ ତରଫରୁ ସନାତନ ହିନ୍ଦୁଧର୍ମ ସମାଜସେବୀ ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ୧୦୮ ବାଲ୍ ହନୁମାନ ଶୋଭାଯାତ୍ରା ସ୍ଥାନୀୟ କନିଷି ଗ୍ରାମ ସ୍ଥିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରୁ ବାହାରି କନିଷି ହାଟ ପରିକ୍ରମା କରିଥିଲା । ଜୟ ଶ୍ରୀରାମ ନାରା ଧ୍ୱନୀ ସହ ଗୀତର ତାଳେ ତାଳେ ସନାତନ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ସହ ଲୋକଙ୍କୁ ହିନ୍ଦୁ ଧର୍ମର ମହାନତା ସମ୍ପର୍କରେ ନାଚଗୀତ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସନତ କୁମାର ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply