Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟରେ ବଢ଼ିଛି କ୍ଷୀର ଉତ୍ପାଦନ ୩ ଗୁଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟରେ ବଢ଼ିଛି କ୍ଷୀର ଉତ୍ପାଦନ ୩ ଗୁଣ

ଭୁବନେଶ୍ୱର: ଦୁଇ ଦଶନ୍ଧିରେ ରାଜ୍ୟରେ କ୍ଷୀର, ଅଣ୍ଡା ଉତ୍ପାଦନ ୩ ଗୁଣ ଲେଖାଏ ଏବଂ ମାଂସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି । କ୍ଷୀର ଉତ୍ପାଦନ ୨୦୦୦ ମସିହାର ୮.୭୫ ଲକ୍ଷ ମେଟ୍ରିକ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ ଟନ୍ରେ ପର୍ଯ୍ୟନ୍ତ ପହଞ୍ଚିଛ ା ଏହି ସମୟ ମଧ୍ୟରେ ମାଂସ ୩୮.୩୮ ହଜାର ମେଟ୍ରିକ ଟନରୁ ୨୧୩.୦୯ ହଜାର ମେଟ୍ରିକ ଟନ, ଅଣ୍ଡା ୭୩୦୧.୦୪ଲକ୍ଷରୁ ୨୪୨୪୨.୬୭ ଲକ୍ଷରେ ପହଞ୍ଚିଛି । ବିଶ୍ୱ ପ୍ରାଣୀ ଦିବସ ଅବସରରେ ଲୋକସେବା ଭବନ କନଭେନସନସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Leave a Reply