Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାତୃପିତୃ ପୂଜନ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାତୃପିତୃ ପୂଜନ ଉତ୍ସବ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତସ୍ଥିତ ବିବେକାନନ୍ଦ ଗୁରୁକୁଳ ଆଶ୍ରମରେ ପବିତ୍ର ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆ·ର୍ଯ୍ୟ ପ୍ରଭାତ କୁମାର ଖିଲାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସନ୍ଥ ଶ୍ରୀ ଆଶାରାମଜୀ ବାପୁ ଅନୁପ୍ରାଣିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ସଦସ୍ୟମାନେ ଯୋଗ ଦେଇଥିଲେ । ଫେବୃୟାରୀ ୧୪ ତାରିଖ ମା’ ବାପାଙ୍କୁ ପୂଜା କରିବା ସହିତ ଏହି ଦିନକୁ ମାତୂପିତୃ ପୂଜନ ଉତ୍ସବ ଭାବେ ପାଳନ କରିବାକୁ ସଦସ୍ୟ ଅମରିଶ ମହାନ୍ତି ବକ୍ତବ୍ୟ ମାଧ୍ୟମରେ କହିଥିଲେ । କାର୍ଯ୍ୟକ୍ରମକୁ ଆ·ର୍ଯ୍ୟ ପ୍ରଫୁଲ୍ଲ କୁମାର ନାୟକ, ସ୍ମିତାରେଖା ପାତ୍ର ପ୍ରମୁଖ ପରି·ଳନା କରିଥିଲେ ।

Leave a Reply