Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଲାଙ୍ଗିର ଗ୍ରାହକ ପଞ୍ଚାୟତ ମହିଳା ଜାଗରଣ ସମିତି ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଲାଙ୍ଗିର ଗ୍ରାହକ ପଞ୍ଚାୟତ ମହିଳା ଜାଗରଣ ସମିତି ବୈଠକ

ବଲାଙ୍ଗିର: ମଙ୍ଗଳବାର ପୂର୍ବାହ୍ନ ରେ ବଲାଙ୍ଗିର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ଗ୍ରାହକ ପଞ୍ଚାୟତ ମହିଳା ଜାଗରଣ ସମିତି ର ବୈଠକ ଜିଲ୍ଲା ଆବାହକ ନିହରିକା ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପୂର୍ବକ୍ଷେଟ୍ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ । ରାଜ୍ୟ ମହିଳା ପ୍ରମୁଖ ସଂଯୁକ୍ତା ମିଶ୍ର ଙ୍କ ଉପସ୍ଥିତି ରେ ସପ୍ତାହ ର ପ୍ରତି ରବିବାର ଦିନ ମହିଳା ମାନଙ୍କ ବୈଠକ ରେ ସଂଗଠିତ ହୋଇ ପ୍ରତିଟି ସମସ୍ୟା ଆଲୋଚନା କରି ମହିଳା ମାନଙ୍କୁ ସାମିଲ କରିବା କୁ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସହ ସଂଯୋଜକ ସସ୍ମିତା ମେହେର, ସଭ୍ୟ ସଂଯୁକ୍ତା ମିଶ୍ର କସ୍ତୁରୀ ରଥ, ଭୂମି କେତକୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ ।

Leave a Reply