Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ଚାଲାଣ ଅଭିଯୋଗରେ ୨ କୋର୍ଟ ଚାଲାଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ଚାଲାଣ ଅଭିଯୋଗରେ ୨ କୋର୍ଟ ଚାଲାଣ

ସାରସକଣା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଓ ରାଇରଙ୍ଗପୁର ଥାନା ଅଞ୍ଚଳରୁ ଦୈନିକ ପାଦରେ ଚଲେଇ ଚଲେଇ ପଶ୍ଚିମବଙ୍ଗକୁ ଗୋମାତା ଚାଲାଣ କରାଯାଉଛି । ଯାହାକୁ ନେଇ ସୋମବାର ଝାରପୋଖରିଆ ପୁଲିସ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ୩ରୁ ଊର୍ଦ୍ଧ୍ୱ ଥାନା ପାର ହୋଇ ବିଭିନ୍ନ ସ୍ଥାନରୁ ଗୋରୁଙ୍କୁ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ବିଶୋଇ, ବାଙ୍ଗିରିପୋଷି ଓ ରାଇରଙ୍ଗପୁର ଥାନାଧିକାରୀମାନେ ଦେଖି ନଦେଖିଲା ଭଳି ରହୁଛନ୍ତି । ଏପରି ସ୍ଥଳେ ଫନୀନ୍ଦ୍ର ଭୂଷଣ ନାଏକ ଝାରପୋଖରିଆ ଥାନାରେ ଯୋଗଦେବା ପରେ ବଡ଼ କଣ୍ଟେନର ଓ ପାଦଚଲା ଗୋମାତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ୍ ।

Leave a Reply